ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ITCT‌ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରରେ ମହାଆଡମ୍ବରରେ ପାଳିତ କରାଗଲା ବିଦ୍ୟାଦାତ୍ରୀ ମତା ସରସ୍ଵତୀଙ୍କ ପୂଜା।

କୁଜଙ୍ଗ, 02/02/2025, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଠାରେ ଥିବା (ITCT)
Article Image
କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରରେ ଛାତ୍ର ଛାତ୍ରୀ ତଥା ସାର୍ ମ୍ୟାମ୍ ମାନଙ୍କ ଦ୍ବାରା ସରସ୍ଵତୀ ପୂଜା ଖୁବ୍ ଆନନ୍ଦର ସହ ପାଳନ କରାଯାଇଥିଲା। ପୂଜା ପୂର୍ବ ଦିନ ଛାତ୍ରଛାତ୍ରୀମାନେ ମିଶି ଅନୁଷ୍ଠାନକୁ ଖୁବ୍ ସୁନ୍ଦର ଭାବରେ ସଜାଇବା ସହ ପୂଜା ପାଇଁ ଆବଶ୍ୟକୀୟ ସାମଗ୍ରୀମାନ ପ୍ରସ୍ତୁତ କରିଥଲେ। ଏବଂ ଅନୁଷ୍ଠାନର ମୁଖ୍ୟ ରାକେଶ କୁମାର ବାରିକ ଆସି ପିଲାମାନଙ୍କୁ ସହଯୋଗ କରିଥିଲେ। ପୂଜା ପରଦିନ ସକାଳ ୮.୦୦ ଘଟିକା ସମୟରେ ନନା ଆସିବା ପରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ପଦ୍ମାଳୟା ନାୟକ , ଓମ୍ ଦାସ, ଅନସୁମାନ୍ ମହାନ୍ତି, ସତ୍ୟଜିତ ସ୍ୱାଇଁ, ଶିବ ପ୍ରସାଦ ପରିଡା, ସୈମ୍ୟ ରଂଜନ ପରିଡ଼ା , ଦୀପ୍ତିମୟୀ ଦାସ୍, ହରେକୃଷ୍ଣ ନାୟକ, ସ୍ୱାଧୀନ ମହାପାତ୍ର, ସୋନାଲି ତରାଇ, ଦିପକ ମହାପାତ୍ର ଇତ୍ୟାଦି ପିଲାମାନଙ୍କ ସହ ପୂଜା ସମାପ୍ତ କରିଥିଲେ। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ସଭା ଶେଷରେ ପ୍ରସାଦ ସେବନ କରି ଘରକୁ ଫେରିଥିଲେ।
Article Image
8