ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନାବାର୍ଡ ଦ୍ୱରା ଜୀବନ ଧାରା ଗୋ ଖାଦ୍ୟ ପ୍ରକଳ୍ପ ଉଦ୍ଘାଟିତ l

ପାରାଦୀପ ଗଡ, 02/02/2025, ଉତ୍କଳ voice news - utkalvoicenews.com ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚୁନବେଲାରୀ ଠାରେ। ନାବାର୍ଡ ଦ୍ବାରା ଆୟୋଜିତ "ଜୀବନ ଧାରା ପ୍ରକଳ୍ପ" ର ଶୁଭ ଉଦଘାଟନ ହୋଇଯାଇଛି l
Article Image
ଉକ୍ତ ଉଦଘାଟନ ଉତ୍ସଵ ରେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଯୋଗଦେଇ ପ୍ରକଳ୍ପ ର ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତି ସସ୍ମିତା ବେହେରା, ନାବାର୍ଡ ର ଡି.ଡି.ଏମ. ଜଗତସିଂହପୁର ଶ୍ରୀଯୁକ୍ତ ବିଶ୍ବଭୂଷଣ ମହାନ୍ତି, ନବଜ୍ୟୋତି ଏନ.ଜି.ଓ. ର ଶ୍ରୀ କ୍ଷୀରୋଦ କୁମାର ଦାସ, ଦିପିସି, କୁଜଙ୍ଗ ବ୍ଲକ୍ ଶ୍ରୀ ତ୍ରୈଲୋକ୍ୟ ମଲ୍ଲ, କୁଜଙ୍ଗ ପଞ୍ଚାୟତ ଏମ.ବି.କେ. ଶ୍ରୀମତି ଜ୍ୟୋତ୍ସ୍ନା ରାଣୀ ଦାସ, "ଜୀବନ ଧାରା ପ୍ରକଳ୍ପ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସତ୍ୟଜିତ ବିଶ୍ଵାଳ ପ୍ରମୁଖ ଯୋଗ ଦେଇ ଗୋ- ପାଳନ ଓ ଦୁଗ୍ଧ ଜାତୀୟ ଖାଦ୍ୟ ସାମଗ୍ରୀ ଉତ୍ପାଦନ ଉପରେ ଗୁରୁତୱାରୋପ କରିଥଲେ l ସ୍ବୟଂ ସହାୟକ ଗୋଷ୍ଠୀ ଗୁଡ଼ିକ ନାବାର୍ଡ ପକ୍ଷରୁ ଆନୁଷଙ୍ଗିକ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଡି.ଡି.ଏମ. ଶ୍ରୀଯୁକ୍ତ ଦାସ ଓ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ପ୍ରକାଶ କରିଥିଲେ l ଏମବିକେ କଳ୍ପନା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l
Article Image
Article Image
1