ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କାଙ୍କଡପାଳ ସେବା ସମବାୟ ସମିତି ଲିଂର ୪ର୍ଥ ଧାନମଣ୍ଡି

ଢେଙ୍କାନାଳ, 31/01/2026, ଉତ୍କଳ voice news - utkalvoicenews.com*( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :*
Article Image
ସଦର ବ୍ଲକ୍ ଅନ୍ତର୍ଗତ କାଙ୍କଡପାଳ ପଂଚାୟତର କାଙ୍କଡପାଳ ସେବା ସମବାୟ ସମିତି ନିଃ ଦ୍ବାରା ୪ର୍ଥ ଧାନମଣ୍ଡି ଅନୁଷ୍ଠିତ ହୋଇଯାଇଅଛି । ସଭାପତି ରମଣି ରଞ୍ଜନ ଦାସ କହିଛନ୍ତି ଯେ, ଆଖପାଖ ଅଂଚଳର ଚାଷୀମାନଙ୍କ ଠାରୁ ସୁରୁଖୁରୁରେ ଧାନ କିଣାଯାଉଛି । ଆଜି ୭୨୦ ରୁ ୭୬୦ କ୍ୟୁଟାଲ୍ ଧାନ କିଣାଯିବାର ଆଶା ରହିଛି । ଧାନମଣ୍ଡି ଖୋଲିବା ଦ୍ବାରା ଚାଷୀମାନେ ଆନନ୍ଦ ପ୍ରକଟ କରିଛନ୍ତି ।
3