ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନରେଶ ଦାସଙ୍କ ଅକାଳ ବିୟୋଗ

ଏରସମା, 31/01/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବଜାର ସ୍ଥିତ ନରେଶ ଦାସଙ୍କ ହଠାତ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ପ୍ରଥମେ ଏରସମା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା ଅବସ୍ଥା ଅଧିକ ଜଟିଳ ଥିବାରୁ ତାଙ୍କୁ କଟକ ଏସ.ସି.ବି ମେଡିକାଲକୁ ସ୍ଥାନନ୍ତର କରାଯାଇଥିଲା କିନ୍ତୁ ତାଙ୍କର ସେଠାର ମୃତ୍ୟୁ ହୋଇଥିଲା। ନରେଶ ଦାସ ଜଣେ ମେଳାବି ଓ ମଜାଦାର ବ୍ୟକ୍ତି ଥିଲେ।ସେ ବିଜେଡିର ଜଣେ ଦକ୍ଷ କର୍ମୀଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ବିଧାୟକ ସାରଦା ପ୍ରସନ୍ନ ଜେନା, ପାର୍ଥ ସାରଥୀ ରାଉତ ଓ ଶହଶହ ଜନତାଙ୍କ ଭିଡ଼ ଜମିଥିଲା। ମୃତ୍ୟୁ ବେଳକୁ ତାଙ୍କର ବୟସ ୫୬ହୋଇଥିଲା ଓ ତାଙ୍କର ସହଧର୍ମିଣୀ ଖୁଲଣା ଦାସ ଏବଂ ଛୋଟ ଛୋଟ ପୁଅ ଝିଅ ଦୁଇଜଣ ଅଛନ୍ତି।
7