ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଧର୍ମ ପରାୟଣ ବ୍ୟକ୍ତି ମହେନ୍ଦ୍ର ରାଉତ ଙ୍କ ଏକାଦଶାହ ଉପଲକ୍ଷେ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳି

ଯାଜପୁର, 31/01/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ବାଜପୁରା ଗ୍ରାମର ସ୍ବର୍ଗତ ମହେନ୍ଦ୍ର ରାଉତ ଙ୍କ ସ୍ମୁତି ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ ହୋଇ ଅଛି ମହେନ୍ଦ୍ର ଥିଲେ ଜଣେ ଧର୍ମ ପରାୟଣ ବ୍ୟକ୍ତି ସେ ପ୍ରତ୍ୟେକ ଦିନ ଗ୍ରାମର ଗ୍ରାମ ଦେବତୀ ମାନାକାଣୀ ଙ୍କ ପରମ ଭକ୍ତ ଓ ସମାଜ ସେବୀ ଥିଲେ ତାଙ୍କର ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଥିଲେ ସାମ୍ବାଦିକ ଉମାକାନ୍ତ ବେହେରା,ସଂଗ୍ରାମ ପୃଷ୍ଟି, ପ୍ରଫୁଲ୍ଲ ରାଉତ,ଶ୍ୟାମ ସୁନ୍ଦରରାଉତ,ଦମଦୋର୍ ରାଉତ,ମଙ୍ଗୁଳି ରାଉତ,ଅଜିତି ରାଉତ,ସବ୍ୟସାଚୀ ରାଉତ,ବିଶ୍ୱଜିତ ରାଉତ,ବନୁ,ତନୁ,ଭାନୁ,ଶ୍ରମିଷ୍ଟା ରାଉତ,ପୁଷ୍ପଲତା ରାଉତ,ସୁଚିଶ୍ମିତl ରାଉତ, ବର୍ଷା ରାଉତ, ଆଶା ରାଉତ,ରଶ୍ମିତା ରାଉତ ପ୍ରମୁଖ ଯୋଗ ଦେଇଥିଲେ
Article Image
13