ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନାରଦମୁଣ୍ଡା ଗ୍ରାରେ ବିଶ୍ୱ ଶାନ୍ତି ମହାଯଜ୍ଞପାଳିତ ଅନୁଷ୍ଠିତ

ଢେଙ୍କାନାଳ, 01/02/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ପଙ୍ଗାତିରା ପଞ୍ଚାୟତ ନାରଦମୁଣ୍ଡା ଗାଁରେ ବିଷ୍ଣୁ ଭଗବାନଙ୍କର ବିଶ୍ୱ ଶାନ୍ତି ମହାଯଜ୍ଞ ପାଳିତ ହୋଇଯାଇଛି!ବିଭିନ୍ନ ଗ୍ରାମ ର ସଂକ୍ରିତ୍ତନ ମଣ୍ଡଳୀପହଂଚି ଧୂମଧାମରେ ପାଳନ କରାଯାଇଛି!ସମାଜ ସେବୀ ଦୁଃବନ୍ଧୁ ବିଶ୍ୱାଳ ପହଂଚି ଏହାର ଅନୁଧ୍ୟାନ କରି ସରକାଙ୍କ ନିକଟରେ ଗୁହାରି କରିଛନ୍ତି!କିନ୍ତୁ ଦୁଃଖର କଥା ଉକ୍ତ ସ୍ଥାନରେ କୌଣସି ସରକାରୀ ସୁବିଧା ନାହିଁ ପାନୀୟ ଜଳର ସମସ୍ୟା ଅଛି ଘର ନାହିଁ ଲାଇଟର ବ୍ୟବସ୍ଥା ନାହିଁ , ଗ୍ରାମବାସୀ ଅନୁରୋଧ କରିଛନ୍ତି! ସ୍ଥାନକୁ ପାନୀୟ ଜଳର ସୁବିଧା ପାଇଁ ତଥା ଗୋଟିଏ ନଳକୂପ ଯୋଗାଇ ଦିଆଯାଉ ଓ ଚତୁପାର୍ଶ ବାଉଣ୍ଡୁରି ର ବ୍ୟବସ୍ଥା ଏବଂ ଘରଟିଏ ଦେବା ସହିତ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ପାଇଁ ଏହା ସହିତ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯାଉ । ବୋଲି ନାରଦମୁଣ୍ଡା ଗ୍ରାମବାସୀ ଅନୁରୋଧ କରିଛନ୍ତି!
15