ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମୁକ୍ତେଶ୍ଵର ମନ୍ଦିର ରେ ବିଶାଳ ହିନ୍ଦୁ ସମ୍ମିଳନୀ ଓ ଗୀତାଜଞ୍ଜ ଅନୁଷ୍ଠିତ l

ପାରାଦ୍ଵୀପ, 02/02/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ / କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ପାରାଦୀପ ନୂୟା ବଜାର ସ୍ଥିତ ମୁକ୍ତେଶ୍ଵର ମନ୍ଦିର ପ୍ରାଙ୍ଗଣରେ ବିଶାଳ ହିନ୍ଦୁ ସମ୍ମିଳନୀ ଓ ଗୀତାଯଜ୍ଞ ଅନୁଷ୍ଟିତ କରାଯାଇ ଥିଲା l ଏଥିରେ ଜଗତ ସିଂହପୁର ଜିଲ୍ଲାର ସହ ଭୌଦିକି ଓ ରାଷ୍ଟ୍ରୀୟ ସୋୟଙ୍ଗ ସେବକ ସଂଘର ମୂଖ୍ୟ ଯୋଗ ଦେଇ ଥିବା ବେଳେ,ସରସ୍ୱୋତି ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଧରଣି ଧର ପରିଡ଼ା ଙ୍କ ସହ ବହୁ ସାଧୁ ସନ୍ଥ ଯୋଗ ଦେଇ ଗୀତାଜଞ୍ ଅନୁଷ୍ଟିତ କରାଯାଇ ଥିଲା l ଏଥିରେ ହିନ୍ଦୁ ପରିବାର ର ବହୁ ଲୋକ ଯୋଗଦେଇ ଥିବା ବେଳେ ବହୁ ମହିଳା ପୁରୁଷ ମାନେ ଯୋଗ ଦେଇ ଗୀତା ଜଞ୍ ରେ ଭାଗ ନେଇ ଥିବା ଦେଖିବାକୁ ମିଳିଥିଲା l ଏଥିରେ ଅନୂନ୍ୟ ଦେଢ଼ହଜାର ରୁ ଅଧିକ ଲୋକଙ୍କ ପାଇଁ ଖାଦ୍ୟ ପେୟର ବୈବସ୍ତା କରାଯାଇ ଥିବା ଦେଖିବାକୁ ମିଳିଥିଲା l ସୋୟସେବକ ସଂଗଠନ ପକ୍ଷରୁ ଏଇ ଭଳି ପାରାଦୀପ ର ସାତଟି ସ୍ଥାନରେ କାର୍ଯ୍ୟ କ୍ରମ କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇ ଥିବା ବିଷୟରେ ସଂଘର ମୂଖ୍ୟ ସୁଚନା ଦେଇଥିଲେ l
Article Image
5