ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସାମ୍ବାଦିକ ପେନସନ ଓ ସଂଗ୍ରାମୀ ପରିବାର ପେନସନ ପାଇଁ ଦାବୀ |

ଜଗତସିଂହପୁର, 03/02/2026, ଉତ୍କଳ voice news - utkalvoicenews.com( ସରୋଜ ନାୟକ ଙ୍କ ରିପୋର୍ଟ ) :
Article Image
ଓଡିଶାରେ ବିଜେପି ଦଳ କ୍ଷମତାକୁ ଆସିବା ପୂର୍ବରୁ ନିର୍ବାଚନ ସମୟରେ ସାମ୍ବାଦିକମାନଙ୍କୁ ପେନସନ ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ।ରାଜ୍ୟରେ ବିଜେପି ସରକାର ଗଢିବାପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏକାଧିକ ବାର ପ୍ରକାଶ କରିଛନ୍ତି । ଓଡିଶାରେ ସାମ୍ବାଦିକ ମାନଙ୍କୁ ଛାଡିଦେଲେ ଅନ୍ୟସବୁ ବର୍ଗଙ୍କୁ ପେନସନ ଦିଆସରିଲାଣି । ଭାରତର ଅନ୍ୟରାଜ୍ୟମାନଙ୍କରେ ସାମ୍ବାଦିକ ମାନଂକୁ ପେନସନ ଲାଗୁ ହୋଇଥିବାବେଳେ ଓଡିଶାର ସାମ୍ବାଦିକମାନେ ବଂଚିତ ଅଛନ୍ତି ।ସ୍ୱାଧୀନତା ସଂଗ୍ରାମୀ ପରିବାର କୁ ପେନସନ ଦେବା ଓ ସାମ୍ବାଦିକ ମାନଙ୍କୁ ପେନସନ ପାଇଁ ଅନୁରୂପଭାବରେ ଆସନ୍ତାବଜେଟରେ ଅର୍ଥ ବ୍ୟବସ୍ଥା କରାଯିବା ଲାଗି ଅର୍ଥବ୍ୟବସ୍ଥାକରିବାକୁ ଉପକୂଳ ଓଡିଶା ବିକାଶ ପରିଷଦର ଆବାହକ ସାମ୍ବାଦିକ ସରୋଜ ନାୟକ, ସଂଗ୍ରାମୀ ଦାୟାଦପରିଷଦ ତରଫରୁ ସାମ୍ବାଦିକ ରଘୁନାଥ ଆଚାର୍ଯ୍ୟ, ଏସ ୟୁ ଜେ, ଜଗତସିଂହପୁର ସଭାପତି ପ୍ରଶାନ୍ତ କୁମର ରାଉତ ଗଣ ମାଧ୍ୟମଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ନିବେଦନ କରିଛନ୍ତି ।
5