ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ।

ଏରସମା, 03/02/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ଜିରାଇଲୋ ପଞ୍ଚାୟତ ର ଜିରାଇଲୋ ନ ମୌଉଜି ସରକାରି ଉଚ୍ଚ ବିଦ୍ୟାଳୟ ରେ ଦୁଇ ଦିନ ଧରି ପ୍ରଧାନ ଶିକ୍ଷୟତ୍ରୀ ମମତା ଦାସ ଙ୍କର ସଭାପତିତ୍ୱ ରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ମନୋଜ କୁମାର କାନୁନଗୋ କହିଲେ କ୍ରୀଡା କେବଳ ମାନସିକ ଦକ୍ଷତା ବୃଦ୍ଧି କରେନାହଁ। ଭାଇଚାରା ଓ ବନ୍ଧୁତ୍ୱ ଭାବ ସୃଷ୍ଟି କରେ।ଖେଳ ସହ ବିଦ୍ୟା ଅଧୟନ କରିବା ଗୁଣ ବାନ ଛାତ୍ର ର ମୂଳ ଲକ୍ଷ୍ୟ ହେବା ଉଚିତ ବୋଲିକହିଥିଲେ।ମୁଖ୍ୟ ବିଚାରକ ଶିକ୍ଷାବିତ୍ ତ୍ରିଲୋଚନ ଦାଶ, ଭରତ ଚନ୍ଦ୍ର ସୁବୁଧି, ପ୍ରଦୀପ୍ତ ସାହୁ, ସନ୍ତୋଷ କୁମାର ନନ୍ଦ, ଦେବେନ୍ଦ୍ର ବେହେରା, ଜଗବନ୍ଧୁ କାଣ୍ଡି, ଅରୁଣ ହାତୀ,ସରଚନ୍ଦ୍ର ପ୍ରଧାନ ଓ ସ୍କୁଲ ସମସ୍ତ ଛ।ତ୍ରଛାତ୍ରୀ ସହଯୋଗକରିଥିଲେ। କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ।
Article Image
15