ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗତସିଂହପୁର ଠାରେ ଜିଲ୍ଲା ଠିକାଦାର ମହାସଂଘ ର ସାଧାରଣ ବୈଠକ ଅନୁଷ୍ଠିତ

ଜଗତସିଂହପୁର, 03/02/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ଅରବିନ୍ଦ ହୋତା ଠିକାଦାର ମହାସଂଘ ର ସଭାପତି ଭାବେ ନିର୍ବାଚିତ
Article Image
ଜଗତସିଂହପୁର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଜଗତସିଂହପୁର ଜିଲ୍ଲା ଠିକାଦାର ମହାସଂଘ ର ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଅରବିନ୍ଦ ହୋତା ଠିକାଦାର ମହାସଂଘ ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି କାର୍ଯ୍ୟକାରୀ ସଭାପତି ଆଲୋକ ରଞ୍ଜନ ଦାଶ, ସାଧାରଣ ସମ୍ପାଦକ ବାହୁ ବଳେନ୍ଦ୍ର ମଲ୍ଲିକ ଓ ଅରବିନ୍ଦ ସ୍ବାଇଁ, ଜିଲ୍ଲା ସଂଯୋଜକ ଦେବକାନ୍ତ ମଲ୍ଲିକ ଓ କୋଷାଧ୍ୟକ୍ଷ ଭାବେ ବିବେକାନନ୍ଦ ସାହୁଙ୍କୁ ଚୟନ କରାଯାଇଛି । ଏହି ବୈଠକରେ ଜିଲ୍ଲାର ସମସ୍ତ ଠିକାଦାର ମାନେ ଯୋଗ ଦେଇ ଥିବା ବେଳେ ନୂତନ କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହିତ ସମସ୍ତ ଠିକାଦାର ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ସମସ୍ତ କାର୍ଯ୍ୟ ଆଗାମୀ ଦିନରେ କରାଯିବ ବୋଲି ସଭାପତି କହିଛନ୍ତି ।
Article Image
6