ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଙ୍କ ପିତା ଙ୍କ ଏକା ଦଶାହ ସ୍ମୃତି ସଭାରେ ଯୋଗଦେଲେ ଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ l

ପାରାଦୀପ ଗଡ , 05/02/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଙ୍କ ପିତାଙ୍କ ଏକା ଦଶହ ସ୍ମୃତି ସଭାରେ ଓଡ଼ିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ଵାଇଁ ଯୋଗଦେଇ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପ୍ରାକ୍ତନ ସାଂସଦ ଡାକ୍ତର କୁଳମଣି ସାମଲ, ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ, ମହାକାଳପଡ଼ା ଓ ମାର୍ଶାଘାଇ ପଞ୍ଚାୟତ ସେମିତି ଅଧକ୍ଷ , କୁଜଙ୍ଗ ବିଡ଼ିଓ ଦୀପକ ପ୍ରସାଦ ସ୍ବାଇଁ, କୁଜଙ୍ଗ ଓକିଲ ସଙ୍ଘ ସଭାପତି ଅନ୍ତର୍ଯ୍ୟାମୀ ନାରାୟଣ ଯାଦବ ଓ ସଂଘ ର ସମସ୍ତ ସଭ୍ୟ, ଶ୍ରମିକ ନେତା ଗୋଲେଖ ନାୟକ, ଏ.ଏମ୍,ଏନ୍.ଏସ୍., ଆଇଓସିଏଲ୍, ପିପିଏଲ୍, ଇଫ୍କୋ ଆଦି କମ୍ପାନୀ ର ଅଧକାରୀ, କୁଜଙ୍ଗ ବ୍ଲକ ର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଭଦ୍ରକ, କେନ୍ଦ୍ରାପଡ଼ା, ରାଜନଗର, କୁଜଙ୍ଗ ବନ ବିଭାଗ ଅଧିକାରୀ ଓ କୁଜଙ୍ଗ - ପାରାଦୀପ ଅଂଚଳର ଜଣ ପ୍ରତିନିଧି ସମେତ ମାନ୍ୟଗଣ୍ୟ ଲୋକମାନେ ଯୋଗଦେଇ ସ୍ୱର୍ଗତ ବେହେରା ଙ୍କ ଶୋକ ସଂତପ୍ତ ପରିବାରକୁ ସମବେଦନା ଜଣାଇଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ସ୍ବର୍ଗତ ଗୋବିନ୍ଦ ବେହେରା ଙ୍କର ଜେଷ୍ଟ ପୁତ୍ର ଅଧିର କୁମାର ବେହେରା, ବୋହୂ ପ୍ରଭାତ ନଳିନୀ ବେହେରା, ବୋହୂ ସସ୍ମିତା ବେହେରା, ସାନପୁଅ ଅଜୟ ବେହେରା, ବୋହୂ ଲିଲିମା ବେହେରା, ଝିଅ ବିଦ୍ୟୁଲତା, ବିଜୟିନୀ, ବୀଣାପାଣି, ବିରଳି, ଜୀବନ ଧନ ବେହେରା, ସମ୍ପଦ ବେହେରା, ଅନନ୍ତ ବିଶ୍ବାଳ, ଚନ୍ଦ୍ରଶେଖର ଚୌଧୁରୀ, ସତ୍ୟନାରାୟଣ ମହାପାତ୍ର, ପ୍ରଭାତ ସାହୁ, ଅଲେଖ ମହାରଥା, ରମେଶ ବେହେରା, ସତ୍ୟାନନ୍ଦ ରାଉତ, ବିଚିତ୍ର ପ୍ରଧାନ, ଧର୍ମପଦ ସାହୁ ପ୍ରମୁଖ ପରିଚାଳନା କରିଥିଲେ l
Article Image
Article Image
Article Image
3