ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାର୍ଷିକ ପୁରସ୍କାର ବିତରଣ ଉତ୍ସବ୨୦୨୬

ଯାଜପୁର, 12/02/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ବଡ଼ଚଣା ବ୍ଲକ ନିକଟବର୍ତ୍ତୀ ବନ୍ଦାଳୋ ଠାରେ ଥିବା କଳିଙ୍ଗ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଓ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି,ଏହି ଉତ୍ସବ ରେ ସଭାପତିତ୍ବ କରିଥିଲେ ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପଲତା ମହାନ୍ତି, ମୁଖ୍ୟ ଅତିଥି ଥିଲେ A.B.E.O ରତିକାନ୍ତ ସାମଲ, ମୁଖ୍ୟ ବକ୍ତା ଥିଲେ ଶିକ୍ଷକ ସଂଘ ର ସଭାପତି ସନ୍ତୋଷ କୁମାର ଜେନା, ସମ୍ମାନୀତ ଅତିଥି ପ୍ରଶାନ୍ତ କୁମାର ବେହେରା,C.R.C. କିତ୍ରି ଚନ୍ଦ୍ର ମହାନ୍ତି, ଅରବିନ୍ଦ ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ବିକାଶ ମହାପାତ୍ର, ସ୍କୁଲ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ଥିଲେ ମାଳବିକା ମହାନ୍ତି, ଅର୍ଚ୍ଚନା ରଣା, ସୁକାନ୍ତ କୁମାର ବେହେରା,ସୁବାସିନୀ ପୃଷ୍ଟି, ଦୂରଦର୍ଶୀନି ମହାନ୍ତି, ସୁଶ୍ରୀ ସଂଗୀତା ସାହୁ, ଅମରେନ୍ଦ୍ର ସାମନ୍ତରାୟ, ଅନିଲ୍ ମହାନ୍ତି, ଦୁଷ୍ମନ୍ତ କୁମାର ସେଠୀ, ଅତିଥି ପରିଚୟ ପ୍ରଦାନ କରିଥିଲେ ସୁକାନ୍ତ କୁମାର ବେହେରା, ବାର୍ଷିକ ବିବରଣୀ ପାଠ କରିଥିଲେ ସୁବାସିନୀ ପୃଷ୍ଟି, କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବଣ୍ଟନ କରିଥିଲେ, ଛାତ୍ର ଛାତ୍ରୀ ମାନେ ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ ଶେଷ ରେ ଧନ୍ୟବାଦ ଦେଇଥିଲେ ଶିକ୍ଷୟତ୍ରୀ ମାଳବିକା ମହାନ୍ତି
Article Image
12