ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସାରସ୍ୱତ ସାଧକ କୈଳାଶ ଚନ୍ଦ୍ର ସ୍ୱାଇଁ ପ୍ରଥମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ଚତୁର୍ଥ ପ୍ରହର ନାମଯଜ୍ଞ ଅନୁଷ୍ଠିତ।

ଏରସମା, 13/02/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଜଗତସିଂହପୁର ଜିଲା ଏରସମା ବ୍ଲକ ସିହା ଗ୍ରାମରେ ପୂଜକ ସତ୍ୟ।ନନ୍ଦ ଦାସ ଙ୍କ ଦ୍ୱ।ର ଚତୁର୍ଥ ପ୍ରହର ନାମଯଜ୍ଞ ହୋଇଯାଇଅଛି। ସ୍ୱର୍ଗତ କୈଳାଶ ଚନ୍ଦ୍ର ସ୍ୱାଇଁ ଙ୍କ ବାସଭବନ ରେ ଏକ ଆଧ୍ୟାତ୍ମିକ ଓ ମନୋଜ୍ଞ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଆଜିର ବିପଥଗାମୀ ସମାଜ ପାଇଁ ଠାକୁର ରାମ ଓ କୃଷ୍ଣ ଙ୍କ ଦିବ୍ୟ ଜୀବନୀ ଓ ବାଣୀର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି ବୋଲି ସେ ଗୁରୁତ୍ୱଆରୋପ କରିଥିଲେ । ଏଥିରେ ନରେନ୍ଦ୍ର କୁମାର ସ୍ୱାଇଁ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରି ସ୍ୱର୍ଗତ ସ୍ୱାଇଁ ଜଣେ ଆଧ୍ୟାତ୍ମିକ ବାଦୀ କବିଭାବେ ସାରା ଓଡ଼ିଶାରେ ପରିଚିତ ତାଙ୍କ ଲିଖିତ ସୃଷ୍ଟି ଗୁଡିକ ଭାବରଠାକୁର, ଭାବ ମନ୍ଦାକିନୀ, ଭାବ କଲ୍ଲୋଳ ଭଳି ଉପାଦୟ ଛଗୋଟିପୁସ୍ତକ ଆଜିବି।ସମଗ୍ର ଓଡ଼ିଶାରେ ଆଦୃତ।ସମଗ୍ର ମାନବ ସମାଜ ପାଇଁ ଶାନ୍ତି, ସଂହତି ଓ ଭାଇଚାରା ପ୍ରତିଷ୍ଠା କେବଳ ସତସଙ୍ଗ,ସତନାମ ଓ ସଦଗୁରୁଙ୍କ ଆଶ୍ରୟ ବିନା ସମ୍ଭବ ନୁହେଁ, ଅତିଥି ମ। ନେ ମତ ବ୍ୟକ୍ତ କରିଥିଲେ। ରମେଶ ଚନ୍ଦ୍ର ସ୍ୱାଇଁ, ସୁବାଷ ଚନ୍ଦ୍ର ସ୍ୱାଇଁ ରାଜେନ୍ଦ୍ର ସ୍ୱାଇଁ,ସନ୍ତୋଷ କୁମାର ରାଉତ, ବରଦା ସେନାପତି ପ୍ରମୁଖ ସହ ଯୋଗ କରିଥିଲେ।ଆଞ୍ଚଳିକ ପୂଜ୍ୟ ପୂଜା ସଂସଦ ଏରସମା ତରଫରୁ ଭକ୍ତି ପୂତ ଶ୍ରଦ୍ଧା ଅଞ୍ଜଳି ଜ୍ଞାପନ କରାଯାଇଥିଲା।
Article Image
12