ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଜଙ୍ଗ ରେ ଭାରତ ବନ୍ଦ ସଫଳ।

କୁଜଙ୍ଗ , 14/02/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
କେନ୍ଦ୍ରୀୟ ଶ୍ରମିକ ସଂଗଠନ ଡାକରାରେ ଅଖିଳ ଭାରତ ଟ୍ରେଡ ୟୁନିଅନ କଂଗ୍ରେସ ତରଫରୁ C.P.I ସମର୍ଥନରେ ୧୨ ଘଣ୍ଟିଆ ଭାରତ ବନ୍ଦ୍ କରାଯାଇଥିଲା।ଶାନ୍ତି ଶୃଙ୍ଖଳା ସହିତ ଏହି ବନ୍ଦ୍ ଡାକରା ପାଳନ କରାଯାଇଥିଲା।ଏହି ବନ୍ଦ୍ ଡାକରା କାର୍ଯ୍ୟକର୍ମ ରେ ସୁବାସ ମହାପାତ୍ର ଜିଲ୍ଲା ସଂପାଦକ,ଜିନ୍ମୟୀ ସାହାଣୀ ଉତ୍କଳ ମହିଳା ସମିତି ରାଜ୍ୟ ସମ୍ପାଦିକା ,ଶରତ ବେହେରା ସିପିଆଇ ରାଜ୍ୟ ପରିଷଦ ସଭ୍ୟ, ଅଜୟ ବେହେରା ଜିଲ୍ଲା ସଂପାଦକ ସିପିଆଇ,ଜୟନ୍ତୀ ଗୋଚ୍ଛାୟତ ଆଶା ସଂଘ ବ୍ଲକ୍ ସଭାପତି, ସାବିତ୍ରୀ ପଣ୍ଡା ଅଙ୍ଗନ୍ ବାଡି ବ୍ଲକ ସଭା ସଭାପତି,ବିଷ୍ଣୁ ମୁଦୁଲି,AITUC ଜିଲ୍ଲା କାର୍ଯ୍ୟକାରୀ ସଭାପତି, ସୁଗଦି ଦଳେଇ।ରବୀନ୍ଦ୍ର ମାଝୀ, ରବୀନ୍ଦ୍ର ପଲେଇ ,ଦେବେନ୍ଦ୍ର ଆଚାର୍ଯ୍ୟ ,ଶରତ ଚନ୍ଦ୍ର ବଳିଆର ସିଂ, ପାଚିକା ଦଳର ବ୍ଲକ ସମ୍ପାଦକ ପ୍ରଭୃତି ଉକ୍ତ କାର୍ଯ୍ୟ କର୍ମରେ ଯୋଗ ଦେଇ ଶାନ୍ତି ଶୃଙ୍ଖଳା ସହିତ ପାଳନ କରିଥିଲେ।
16