ଢେଙ୍କାନାଳ, 14/02/2026, ଉତ୍କଳ voice news - utkalvoicenews.com*( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :*
ଯାଉଁଳି ପୋଖରୀ ମଠ ପ୍ରାଙ୍ଗଣରେ ସଂଘ ର ଉପସ୍ଥିତି ରେ ବାର୍ଷିକ ଆୟ ବ୍ୟୟ ବାବଦରେ ଆଲୋଚନା କରାଯାଇଥିଲା, ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ସଂଘ ପକ୍ଷରୁ ଦହି ସର୍ବତ ବଣ୍ଟନ ପାଇଁ ନିଷ୍ପତ୍ତି ନିଆଗଲା ଓ ତତ୍ ସହିତ ସଂଘ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯିବ ପାଇଁ ସ୍ଥିର କରାଗଲା, ଆଦ୍ୟ ସଭାର ସଭାପତି ଶ୍ରୀଯୁକ୍ତ ତୋଫାନ କୁମାର ସାହୁ, ସଭା ପରିଚାଳନା କରିଥିଲେ,ସର୍ବ ଶେଷରେ ସହ ସମ୍ପାଦକ ଶ୍ରୀଯୁକ୍ତ ମହେଶ୍ଵର ସାମଲ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଇଥିଲେ