ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୈଦ୍ୟନାଥ ଷଡ଼ଙ୍ଗୀଙ୍କ ଶ୍ରାଦ୍ଧ ବାର୍ଷିକ

ଗରଜଙ୍ଗା ପଞ୍ଚାୟତ କୁଆଁରପାଳ ଗ୍ରାମ, 15/02/2026, ଉତ୍କଳ voice news - utkalvoicenews.com*( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଗରଜଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁଆଁରପାଳ ଗ୍ରାମର ସମାଜସେବୀ ବୈଦ୍ୟନାଥ ଷଡ଼ଙ୍ଗୀଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସ ପାଳନ ହୋଇଅଛି। ଆୟୋଜିତ ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସ୍ଵର୍ଗତ ଷଡଙ୍ଗୀ ଜଣେ ସମାଜ ସେବୀ,ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ,ତାଙ୍କ କର୍ମମୟ ଜୀବନ ଭିତରେ ରହି ଗାଁର ଉନ୍ନତି ଏବଂ ଗାଁର ଉଭୟ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ତାଙ୍କର ଭୂମିକା ସବୁଦିନ ପାଇଁ ମନେରହିଵ ବୋଲି କହିଥିଲେ।ଆୟୋଜିତ କାର୍ଯ୍ୟକ୍ରମରେ ପୃର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସମାଜସେବୀ ସୌଭାଗ୍ଯ ସାମନ୍ତରାୟ ‌,ପ୍ରକାଶ ସାମନ୍ତରାୟ ,ଦେବୀପ୍ରସାଦ ଚ୍ୟୋଧୁରୀ, ବିଜୟ କୁମାର ପତି,ମାନସ କୁମାର ଦ୍ବିବେଦୀ,ସୁନିଲ୍ କୁମାର ଦାଶ,ଚିତ୍ତ ରଞ୍ଜନ ପତି, ଜିତେନ୍ଦ୍ର ହୋତା, ପୁତୁରା ଦେବେନ୍ଦ୍ର, ଜତୀନ୍ଦ୍ର, ଉପେନ୍ଦ୍ର,ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ପଣ୍ଡିତ ମାନସ ରଞ୍ଜନ ଷଡଙ୍ଗୀଙ୍କ
Article Image
ଦ୍ଵାରା ଗୀତା ପାରାୟଣ କରାଯାଇ ଥିଲା
Article Image
13