ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଧର୍ମେଶ୍ୱର୍ ଙ୍କ ପୀଠରେ ଜାଗର ଯାତ୍ରା ଅନଷ୍ଠିତ

ତିର୍ତ୍ତୋଲ, 16/02/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ଚରଣ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ରେ ଥିବା ପ୍ରାଚୀନ ଶୈବ ପୀଠ ପ୍ରଭୁ ଧର୍ମେଶ୍ୱର ଙ୍କର ପୀଠରେ ମହା ଶିବରାତ୍ରୀ ଜାଗର ଯାତ୍ରା ପାଳନ କରାଯାଇଅଛି।ପ୍ରତିଦିନ ପରି ପ୍ରଭୁଙ୍କର ନୀତି କ୍ରାନ୍ତି ଶାନ୍ତି ଶୃଙ୍ଖଳା ସହିତ ପାଳନ କରାଯାଇଥିଲା।ଏହି ଦିନ ପ୍ରଭୁଙ୍କ ର ଯଜ୍ଞ ସହିତ ଅଷ୍ଟ ପ୍ରହର ନାମ ଯଜ୍ଞ କରାଯାଏ।ଦୂର ଦୁରାନ୍ତାରୁ ଭକ୍ତ ମାନେ ପ୍ରଭୁଙ୍କ ଦର୍ଶନ ନିମନ୍ତେ ମନ୍ଦିର ରେ ପହଞ୍ଚି ନିଜ ନିଜର ମାନସିକ ରଖି ମନ୍ଦିରରେ ଜାଗର ଦୀପ ଜାଲିଥିଲେ।ଏହି ଯଜ୍ଞ ତିନି ଦିନ ଧରି ଚାଲିଥାଏ। ପ୍ରଭୁଙ୍କର ଅପାର ମହିମା ଓ କରୁଣାରୁ ଭକ୍ତ ମାନଙ୍କ ମନସ୍କାମନା ପୂର୍ଣ୍ଣ ହୁଏ।
Article Image
Article Image
15