ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରୀ ସତ୍ୟ ସାଇ ସେବା ସମିତି ପକ୍ଷ୍ୟ ରୁ ବାଳିକା ଉଚ୍ଚ ବିଦ୍ୟାଳୟ ରେ କଲମ ପ୍ରଦାନ।

ଏରସମା, 19/02/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଏରସମା ବଜାର ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଶ୍ରୀ ସତ୍ୟ ସାଇ ସେବା ସମିତି ଏରସମା ତରଫରୁ ବ୍ଲକ ଫାଇନାଶ ଅଫିସ ତଥା ସାଇ ଆଶ୍ରୀତ ପ୍ରତିମା ସାହୁଙ୍କ ତତ୍ୱ। ଅବଧାନରେ ସମସ୍ତ ଦଶମ ପରୀକ୍ଷା ଦେବାକୁ ଥିବା ବାଳିକା ମାନଙ୍କୁ ଶ୍ରୀ ସତ୍ୟସାଇ ବାବାଙ୍କ ର ଫୋଟୋ, କଲମ, ବିଭୂତି,ପର୍ଶ ପ୍ରଦାନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟ୍ୟ ରେ ଯଯାତି କେଶରୀ ସାମନ୍ତରାୟ,ଶିକ୍ଷୟତ୍ରୀ ସୁଷମ। ପାତ୍ର, ରଞ୍ଜିତା ମହାନ୍ତି, ଦେବେନ୍ଦ୍ର ସେଠି ପ୍ରମୁଖ ଉପସ୍ଥିତ ଥିଲେ।
11