ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏରସମା ର ଶିଆଳିରେ ହେବ ଦାମ ବାବୁଙ୍କ ପ୍ରତିମୂର୍ତ୍ତି

ଏରସମା, 19/02/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଏରସମାବ୍ଲକ ଶିଆଳି ବାଲି ଯାତ୍ରା କମିଟି ପକ୍ଷରୁ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ନୂତନ ଏରସମା ନିର୍ମାତା ସ୍ୱର୍ଗତ ଡାକ୍ତର ଦାମୋଦର ରାଉତ ଙ୍କ ପ୍ରତିମୂର୍ତ୍ତି ଶିଆଳି ବାଲିଯାତ୍ରା କମିଟି ତଥା ଦାମ ବାବୁଙ୍କୁ ଭଲ ପାଉଥିବା ସମର୍ଥକ ମାନେ ଶିଆଳି ବେଳାଭୂମିରେ ଦାମ ବାବୁଙ୍କ ପ୍ରତିମୂର୍ତ୍ତି ହେବ। ପାଇଁ ଭୂମିପୂଜା କାର୍ଯ୍ୟକ୍ରମ ହୋଇଥିଲା। ମୁଖ୍ୟ ଅତିଥି ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସଞ୍ଜୟ ମହାନ୍ତି କହିଲେ ଏରସମା କାହିଁକି ସାର ରାଜ୍ୟ ରେ ଦାମ ବାବୁ ଙ୍କର ଅବଦାନଙ୍କୁ ଅସିୟୁକାର କରିହେବନାହିଁ, ଶିଆଳିକୁ ପଯ୍ୟଟନ ସ୍ଥଳୀ କରିବାରେ ଦାମ ବାବୁଙ୍କ ଅବଦାନ ମୁଖ୍ୟ ଭୂମିକାଥିଲ।ବାଲିଯାତ୍ରା କମିଟିର ସଭାପତି ନିରାକାର ସ୍ୱାଇଁ (ବାଙ୍ଗୁର ), ଉପ ସଭାପତି ସୁକାନ୍ତ ସାମନ୍ତ, ପ୍ରଦୀପ କୁମାର ସାମଲ,ଦୀପକ କୁମାର ଗିରି, ଚନ୍ଦନ ପରିଡା, ସୁକୁମାର ଭୂଇଁୟା, ପ୍ରମୋଦ ସ୍ୱାଇଁ, ପ୍ରକାଶ ଖଟୁଆ, ପ୍ରେମଲତା ବେହେରା, ଜୟଦେବ ସାମନ୍ତ, ଶିଶିର ମଲ୍ଲିକ ପ୍ରମୁଖ ଯୋଗଦେଇ ତାଙ୍କ ପ୍ରିୟ ନେତା ଦାମବାବୁଙ୍କ ପ୍ରତିମୂର୍ତ୍ତି ହେବ ବୋଲି ଦୃଢ଼ ପ୍ରତିଜ୍ଞା କରି ଥିଲେ । ଦାମ ବାବୁଙ୍କ ଶୁବେଛୁ ମ।ନେ ଉପସ୍ଥିତ ଥିଲେ।
Article Image
5