ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କଙ୍କରଦିଆ ରେ ସାଂସ୍କୃତିକ ମହୋତ୍ସବ

ଏରସମା, 04/02/2025, ଉତ୍କଳ voice news - utkalvoicenews.comଏରସମା ବ୍ଲକ ଅନ୍ତର୍ଗତ ବାମଦେଇପୁର ପଞ୍ଚାୟତ ର କଙ୍କରଦିଆ ଗ୍ରାମ ରେ ବ୍ରଦର୍ସ ପୂଜା କମିଟି ତରଫରୁ ଦୁଇଦିନିଆ ସାଂସ୍କୃତିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି !
Article Image
ଉଦଘାଟନୀ ଉତ୍ସବ ରେ ମୁଖ୍ୟଅତିଥି ଭାବେ ବାଲିକୁଦା ଏରସମା ବିଜେପି ନେତା ସତ୍ୟ ସାରଥୀ ମହାନ୍ତି , ମୁଖ୍ୟବକ୍ତା ଭାବେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ତଥା ସମାଜ ସୁଧାରକ ଜ୍ୟୋତିର୍ବିଦ ଡ଼ଃ ଅରୁଣ କୁମାର ପାଣି, ସମ୍ମାନିତ ଅତିଥି ଭାବେ ବାଲିତୁଠ ମଣ୍ଡଳ ସଭାପତି ବିକ୍ରମଜିତ ସାମନ୍ତରାୟ , ନିରଞ୍ଜନ ସାମନ୍ତରାୟ, ପ୍ରମୁଖ ଯୋଗଦାନ କରିଥିବା ବେଳେ, ଶିକ୍ଷକ ନେତା ବିନୋଦ ବିହାରୀ ମୁଦୁଲି ମଞ୍ଚ ପରିଚାଳନା କରିଥିଲେ ! ରାକେଶ ସୁତାର ଅତିଥି ପରିଚୟ କରିଥିବା ବେଳେ ବାବୁଲି ଖଟୁଆ , ପ୍ରଭାସ ସୁତାର, କପିଳେନ୍ଦ୍ର ପ୍ରଧାନ , ତୃପ୍ତିକୃଷ୍ଣା ସାମନ୍ତରାୟ , ମନୋଜ ପ୍ରଧାନ, ଜଗନ୍ନାଥ ସିଂହ, ସୁଶାନ୍ତ କୁମାର ନାୟକ , ସୌଦାଗର ସ୍ୱାଇଁ , ଆର୍ଶୀବାଦ ପରିଡା, ବିକାଶ ସୁତାର , ପ୍ରସନ୍ନ କୁମାର ସାହୁ , ଲକ୍ଷ୍ମୀଧର ଖଟୁଆ , ଲଳିତ ପ୍ରଧାନ, ଜଗବନ୍ଧୁ ସାହୁ , ଉମେଶ ଚନ୍ଦ୍ର ସୁତାର, ଦେବେନ୍ଦ୍ର ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ! ଏହି ଅବସରରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ, ସ୍ଥାନୀୟ ପ୍ରତିଭା ଧାରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା !
1