ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସ୍ୱାମି ବିବେକାନନ୍ଦ କ୍ଲବ ଦୁଇ ଦିନିଆଁ ଦିବା ରାତ୍ର କ୍ରିକେଟ ଟୁର୍ଣ।ମେଣ୍ଟ।

ଏରସମା, 20/02/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଏରସମା ବ୍ଲକ ନିକଟସ୍ଥ ସିହା ଗ୍ରାମ ରେ ମହିମା ସ୍ୱାଇଁ ତତ୍ୱ। ଅବଧାନରେ କ୍ରିକେଟ ଟୁର୍ଣ।ମେଣ୍ଟ ହୋଇଯାଇଛି। ଯୁବ ନେତା ଚନ୍ଦନ କୁମାର ମଲିକ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅଥିତି ବାଲିକୁଦା ଏରସମା ବିଧ୍ୟାୟକ ସାରଦା ପ୍ରସନ୍ନ ଜେନା ଉଦଘାଟନ କରି କହିଲେ ଖେଳ ବାଇଚାରା ସୃଷ୍ଟି କରିବା ସହିତ ସାରିକସୁସ୍ଥତା ଆଣିଥାଏ। ଖେଳ ସହିତ ପାଠକୁ ଗୁରୁତ୍ୱ ଦେବାପାଇଁ ପରାମର୍ଶଦେଇଥିଲେ। ଇ ପାଠାଗାର କରିବାପାଇଁ ଏରସମା ରେ ସୂଚନା ଦେଇଥିଲେ।ମୁଖ୍ୟ ବକ୍ତା ବ୍ଲକ ଚେୟାର ମ୍ୟାନ ଲକ୍ଷ୍ମୀ ପ୍ରିୟା ମହାପାତ୍ର, ସମ୍ମାନିତ ଅଥିତି ବି. ଜେ. ଡି ବ୍ଲକ ଉପ ସଭାପତି ବିଜୟ ସ୍ୱାଇଁ, ସରପଞ୍ଚ ସଚ୍ଚିତ।ନନ୍ଦ ଦାସ,କ୍ଲବ ସଭାପତି ରଞ୍ଜନ ଜେନା, ମନ୍ଦିର କମିଟି ସଭାପତି ଆଶିଷ କୁମାର ସ୍ୱାଇଁ, ପୂର୍ବତନ କ୍ଲବ ସଭାପତି ଯଯାତି କେଶରି ସାମନ୍ତରାୟ ଯୋଗଦେଇଥିଲେ।ଆଜି ଉଦଯାପନୀ ଦିବସରେ ମୁଖ୍ୟ ଅଥିତି ବିଜେଡି ବ୍ଲକ ସଭାପତି ତଥା ଜିଲ୍ଲା ପରିଷଦ ପିତବାସ ଗଛ।ୟତ ଯୋଗ ଦେଇଥିଲେ।ଫାଇ ନାଲ ଖେଳ ମୁକ୍ତେଶ୍ଵର ଲ।ୟନ୍ସ ଓ ସାହାଡ଼ା ସୁନ୍ଦରୀ ୱ।ରିଅ ସ ମଧ୍ୟରେ ହୋଇଥିଲା। ମୁକ୍ତେଶ୍ଵର ଟଚ ଜିତି ଫିଲଣ୍ଡିଙ୍ଗ କରିଥିଲେ।ସାହାଡ଼ା ସୁନ୍ଧରୀ ୱ।ରିୟାର ନିଧ।ରିତ ୮ଓଭର ଖେଳି ୭ଉଇକେଟ ହରାଇ ୬୬ରନ ସଂଗ୍ରହ କରିଥିଲା। ତାର ଜବାବ ରେ ମୁକ୍ତେଶ୍ଵର କୌଣଶି ଉଇକେଟ ନ ହରାଇ ୬୭ରନ ସଂଗ୍ରହ କରି ଚାମ୍ପିୟାନ ହୋଇଛି।ସୋହନ ସେନ।ପତି,ବିଜନ କୁମାର ସ୍ୱାଇଁ, ସରୋଜ ମହାନ୍ତି, ଆଶୁତୋଷ ସ୍ୱାଇଁ, ଶୁଭମ ସେନାପତି, ପ୍ରୀତିଶୀ ପ୍ରିତମ ସ୍ୱାଇଁ, କିଷାନ ରଞ୍ଜନ ସ୍ୱାଇଁ, ଶଶିକାନ୍ତ ମହାରଣ।, ସିକନ ଖଣ୍ଡୁଆ ଳ ଓ ବିଜୟ ସାହୁ ସହଯୋଗ କରିଥିଲେ
Article Image
5