ଯାଜପୁର, 24/02/2026, ଉତ୍କଳ voice news - utkalvoicenews.com ( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
ଦାନଗଦୀ ବ୍ଲକ ଅନ୍ତର୍ଗତ ଚିତ୍ରୀ ଗ୍ରାମପଞ୍ଚାୟତ ଅଧୀନ ଚିତ୍ରୀ ଠାରେ ୧୧ତମ ଶ୍ରୀ ବିଘ୍ନବିନାଶନ ମହାପ୍ରଭୁଙ୍କ ବାର୍ଷିକ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ଅଷ୍ଟପହରୀ ନାମଯଜ୍ଞ ଅନୁତିଷ୍ଟ ହୋଇ ଅଛି ଏହି କାର୍ଯ୍ୟ କ୍ରମରେ ବହୁ ଯାଜପୁର ଜିଲ୍ଲାର ଯାଦବ ବନ୍ଧୁ ଯୋଗ ଦେଇଥିଲେ ,ରାମ ଚନ୍ଦ୍ର ବେହେରା, ନିର୍ମଳ ଚନ୍ଦ୍ର ଯତୀ, ପଦ୍ମାକର ଗୁରୁ,ମନୋଜ କୁମାର ଦାସ,ପ୍ରସନ୍ନ ବେହେରା,ପରମାନନ୍ଦ ନାୟକ, ମାଗୁଣୀ ବାହାଲିଆ,ଜାନକୀ ବାହାଲିଆ,ଭାଗିରଥି ବାହାଲିଆ,କବିତା ବାହାଲିଆ,ଭାଷା ଭାରତୀ ବାହାଲିଆ,ବିଭାସ ବାହାଲିଆ,ଅଶୋକ ବାହାଲିଆ,ଅକ୍ଷୟ ବାହାଲିଆ,ରବୀନ୍ଦ୍ର ବାରିକ୍,ଚିନ୍ତାମଣି ଭୂତିଆ,ରାମଚନ୍ଦ୍ର ପଲେଇ,ନନ୍ଦ କିଶୋର ବାରିକ୍,ନବଘନ ଭୁତିଆ,ଉମାକାନ୍ତ ବେହେରା,ରବୀନ୍ଦ୍ର ବେହେରା,ପ୍ରମୁଖ ଯୋଗ ଦେଇଥିଲେ ଶେଷରେ ବାହାଲିଆ ପରିବାର ତରଫରୁ ସମସ୍ତ ଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ