ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଚ. ଭି. ପି ଟିକା କରଣ ଅନୁଷ୍ଠିତ।

ଏରସମା, 05/03/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ସ୍ଥିତ ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମହା ଜନନାୟକ ତଥା ଓଡିଶାର ପୂର୍ବତନ ମୁଖ୍ୟ ମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଜୟନ୍ତୀ ଅବସରରେ ଏଚ. ଭି. ପି ଟିକା କରଣ କାର୍ଯ୍ୟ କର୍ମ ଅନୁଷ୍ଠିତ ହୋଇଅଛି। ଏହି ଟୀକାକରଣ ଜରାୟୁ ଗ୍ରିବା କର୍କଟରୁ ସୁରକ୍ଷା ପାଇଁ ୧୪ ବର୍ଷ ବୟସ ର ସମସ୍ତ ବାଳିକା ମାନଙ୍କ ପାଇଁ ସମସ୍ତ ସରକାରୀ ହସ୍ପିଟାଲ ରେ ଉପଲବ୍ଧ ଅଟେ। ଆଜି ପ୍ରଥମ ଟୀକାକରଣ ଦିବସରେ ହସ୍ପିଟାଲ ର incharge Dr Amiya kumar Swain, ବିଜୁ ଜନତଦଳ ଏରସମା ବ୍ଲକ ର ସଭାପତି ଶ୍ରୀଯୁକ୍ତ ପିତବାସ ଗଚ୍ଛାୟତ,ଏରସମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ସହ ହସ୍ପିଟାଲ ର ସମସ୍ତ କର୍ମ ଚାରି ଉପସ୍ଥିତ ରହିଥିଲେ। ତତ୍ପରେ ୧୪ ବର୍ଷ ବୟସ ର ପିଲାମାନଙ୍କୁ ଏଚ. ଭି. ପି ଟିକା ଦିଆଯାଇଥିଲା।
Article Image
8