ଏରସମା, 08/03/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*

ଆଜି ଏରସମା ବ୍ଲକ କlଣିପଦା କଣ୍ଟାଗାଦି ମଠରେ ଏରସମା ବ୍ଲକ ପ୍ରାଥମିକ ଶିକ୍ଷକ ମାନଙ୍କର ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ଅଶୋକ ଖଣ୍ଡୁଆଳ ସଭାପତିତ୍ୱ କରିଥିଲେ l ଏରସମା ବ୍ଲକ ଶିକ୍ଷକ ସଙ୍ଘର ତିନି ବର୍ଷ କାର୍ଯ୍ୟକାଳ ପୂରଣ ହୋଇଥିବା ହେତୁ ନୂତନ ସଙ୍ଘ ଗଠନ କରାଯାଇଥିଲା l ଏଥିରେ ଏରସମା ବ୍ଲକ ର ଶତାଧିକ ଶିକ୍ଷକ ଯୋଗଦେଇଥିଲେ l ନୂତନ ସଙ୍ଘ ରେ ସଭାପତି ଭାବେ
ଶ୍ରୀଯୁକ୍ତ ଦୁଃଶାସନ ରାଉତ, କାର୍ଯ୍ୟକାରୀ ସଭାପତି- ସରୋଜ କୁମାର ବେହେରା,
ଉପସଭାପତି-1. ଶ୍ରୀମତୀ ମନ୍ଦାକିନୀ ଚୌଧୁରୀ
2.ଚନ୍ଦନ କୁମାର ସାମଲ
3.ସୁଧୀର କୁମାର ଭୋଇ
ସମ୍ପାଦକ -ବୈଷ୍ଣବ ଚରଣ ବିଶ୍ଵାଳ
ସହସମ୍ପାଦକ -ନବକିଶୋର ପଣ୍ଡା
ଯୁଗ୍ମସମ୍ପlଦକ -
1.ପ୍ରକାଶ ଚନ୍ଦ୍ର ଦାସ
2. ମନୋରମା ସାମଲ
ସାଙ୍ଗଠନିକ ସମ୍ପାଦକ -
1.ନିରୁପମା ସ୍ୱାଇଁ
2.ନିରଞ୍ଜନ ସାମଲ
3. ତୃପ୍ତି ନାୟକ
4. ବିଜୟ କୁମାର ଦାସ
5. ଜିତେନ୍ଦ୍ର କୁମାର ପ୍ରଧାନ
କୋଷାଧକ୍ଷ - ସୁଧୀର କୁମାର ମଲିକ
ଗଣମାଧ୍ୟ୍ୟମ ସଂଯୋଜକ - ଶୁଭେନ୍ଦୁ ଖଟୁଆ
ଉପଦେଷ୍ଟା ମଣ୍ଡଳୀ -
1. ଅଶୋକ ଖଣ୍ଡୁଆଳ
2. ରଞ୍ଜନ ବେହେରା
3. ସାରଦା ପ୍ରସନ୍ନ ନାୟକ
4. ରବୀନ୍ଦ୍ର କୁମାର ରାଉତ
5. ବିଶିକେଶନ ବାରିକ
6. କିରଣବlଳl ମହାନ୍ତି
7.ରାଜେନ୍ଦ୍ର କୁମାର ସାହୁ
8.ପ୍ରଭାତ କୁମାର ବାରିକ ମନୋନୀତ ହୋଇଥିଲେ l
ଶିକ୍ଷକ ମାନଙ୍କ ଉନ୍ନତି, ସୁବିଧା ଅସୁବିଧା ତଥା ଏରସମା ବ୍ଲକ ର ଶିକ୍ଷାର ଉନ୍ନତି ପାଇଁ କାର୍ଯ୍ୟକରିବେ ବୋଲି ଶପଥ ପାଠ କରିଥିଲେ l