ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅଗ୍ନିବିପନ୍ନ ପରିବାରକୁ ସହାୟତା ର ହାତ ବଢ଼ାଇଲା କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ତ୍ରିନେତ୍ର ଫାଉଣ୍ଡେସନ।

ଯାଜପୁର, 08/03/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ବଡ଼ଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିତଳ ଗ୍ରାମର ମାନୁ ଦେହୁରୀ ଙ୍କ ଘର ସମ୍ପୂର୍ଣ୍ଣ ରୂପେ ଜଳି ପୋଡ଼ି ପାଉଁଶ ହେଇଯାଇଛି ।ଏହି ଭୟାବହ ଅଗ୍ନିକାଣ୍ଡ ରେ ବସ୍ତା ବସ୍ତା ଧାନ, ଆସବାସ ପତ୍ର, ଟିଭି, ଫ୍ୟାନ, ଗଛିତ ଅର୍ଥ,ସବୁକିଛି ପୋଡ଼ି ଯାଇଛି ।ଏହି ଦୁଃଖଦ ଖବର ପାଇବା ପରେ ତ୍ରିନେତ୍ର ଫାଉଣ୍ଡେସନ ତରଫରୁ ରାସନ ସାମଗ୍ରୀ,ପନିପରିବା,ଏବଂ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।ଏହି ସେବା କାର୍ଯ୍ୟ ରେ ଫାଉଣ୍ଡେସନ ର ପ୍ରତିଷ୍ଠାତା ମନୋରଞ୍ଜନ ତରାଇ,ସରୋଜ ସାହୁ,କଳ୍ପତରୁ ମଲ୍ଲିକ ଉପସ୍ଥିତ ଥିଲେ ।
16