ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସାମ୍ବାଦିକ ରମେଶ ଚନ୍ଦ୍ର ମହାନ୍ତି ଙ୍କୁ ଆକ୍ରମଣ ପ୍ରତିବାଦରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର

ଜଗତସିଂହପୁର, 09/03/2026, ଉତ୍କଳ voice news - utkalvoicenews.com*(ଜଗତସିଂହପୁର ରୁ ସରୋଜ ନାୟକ ଙ୍କ ରିପୋର୍ଟ) :*
Article Image
ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ରମେଶ ଚନ୍ଦ୍ର ମହାନ୍ତି ଙ୍କୁ ଆକ୍ରମଣ ପ୍ରତିବାଦରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଚନ୍ତି ଜିଲ୍ଲାର ବରିଷ୍ଟ ସାମ୍ବାଦିକ । ରମେଶ ଚନ୍ଦ୍ର ମହାନ୍ତି ତୃତୋଲ ରୁ ଖବର ସଂଗ୍ରହ କରୁଥିବା ସମୟରେ ମାରଣାନ୍ତକ୍ ଆକ୍ରମଣ ହୋଇଛି। ସେ ବର୍ତମାନ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଢ଼ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବରିଷ୍ଟ ସାମ୍ବାଦିକ ସରୋଜ କୁମାର ନାୟକ, ପ୍ରତାପ କୁମାର ସିଂଙ୍ଗ, ବେଣୁଧର ନାୟକ, ସୁବାସ ଚନ୍ଦ୍ର ସ୍ୱାଇଁ, ସଞ୍ଜୟ ମହାନ୍ତି, ବିଜୟ ସାହୁ, କିଶୋର ସାହୁ, ଜ୍ୟୋତିରଞ୍ଜନ ପରିଡ଼ା, ପ୍ରଫୁଲ୍ଲ କୁମାର ସାହୁ, ପ୍ରଶାନ୍ତ ମଲ୍ଲିକ ପ୍ରମୁଖ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେବାପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି।
6