ଏରସମା, 11/03/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*

ଏରସମା ବ୍ଲକ ଅଧିନ ପଏଦା ପଂଚାୟତ ସ୍ଥିତ ଚମ୍ପେଶ୍ୱର
ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୦୦୪ ମାଟି୍ରକ ବ୍ୟାଚର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଅଛି । ବନ୍ଧୁ ମିଳନ ସଭାରେ ଶିକ୍ଷକ ଧର୍ମାନନ୍ଦ ଦାସ ସଭାପତିତ୍ୱରେ ପ୍ରମୋଦ ବାରିକ ସଭା ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ବର୍ତମାନର ପ୍ରଧାନ ଶିକ୍ଷକ ତାପସ କୁମାର ମହାନ୍ତି ଯୋଗ ଦେଇ ଏହି ବ୍ୟାଚର ସମସ୍ତ ଛାତ୍ରଛାତି୍ରମାନଙ୍କୁ ଶୁଭେଛା ପ୍ରଦାନ କରିଥିଲେ । ଅନ୍ୟ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟତୀ୍ର ଓ କର୍ମଚାରୀ ତଥା ଧର୍ମାନନ୍ଦ ଦାସ, ଗୁରୁ ଚରଣ ବେହେରା, ପ୍ରଶନ୍ନ ସ୍ୱାଇଁ, ଆରତ ତ୍ରାଣ ବେଉରା, ବୀରବର ନାୟକ, ରମେଶ ଚନ୍ଦ୍ର ଲେଙ୍କା, ବିପିନ୍ ବିହାରୀ ପରିଡ଼ା, ବସନ୍ତ ଦେବତା, ସୃତି ରଞ୍ଜନ ସ୍ବାଇଁ, ମଦନ ଦାସ ଯୋଗ ଦେଇଥିଲେ ।ଷ୍ଟେପି ସର୍ମିଲି, ହରପ୍ରିୟା ପରିଡ଼ା, ସୋନାଲି ପରିଡ଼ା, ସୌଦାମିନୀ ସ୍ୱାଇଁ, କୃଷ୍ଣ ପ୍ରିୟା ପରିଡ଼ା, ଚିନ୍ମୟୀ ପରିଡ଼ା, ସୁଶ୍ରିଶ୍ମିତା ସ୍ୱାଇଁ, ଆଶିଷ ଗଛାୟାତ, ଅମିତ୍ ରାଉତ, ଜଗନ୍ନାଥ୍ ବିଶ୍ଵାଳ, ବିଭୂତି ସାହୁ, ଆକୁଳି ନାୟକ, ପ୍ରିୟ ରଂଜନ ସ୍ୱାଇଁ, ଶୀତଳ ପରିଡ଼ା, ବିମଳ ପଟ୍ଟନାୟକ, ଦୀପକ ବିଶ୍ଵାଳ, ସୁନିଲ୍ ରାଉତ, ପ୍ରଭାସ ଖଟୁଆ, ରବୀନ୍ଦ୍ର ସ୍ବାଇଁ, ନୃସିଂହ ଚରଣ ରାଉତ ସମୀର ସେଠୀ,ସଞ୍ଜୟ ସ୍ବାଇଁ ,ରାଜେଶ ସ୍ୱାଇଁ,ଆଶିଷ ସ୍ୱାଇଁ,ପ୍ରଫୁଲ୍ଲ ମଲ୍ଲିକ,ରାଜକିଶୋର ଭୋଇ,ମହେନ୍ଦ୍ର ମଲ୍ଲିକ,ଅର୍ପିତା ଦାସ,ଝରଣା ସାହୁ,ଜସ୍ମିନି ପଣ୍ଡା,ସୌଦାମିନୀ ପଣ୍ଡା ,ରୋଜି ସାହୁ,ପ୍ରଭାକର ଭୋଇ ଉପସ୍ଥିତ ଥିଲେ ।