ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଜୟଚାନ୍ଦ ପୁର ଠାରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି

ପାରାଦ୍ୱୀପ , 16/03/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ , କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ପାରାଦ୍ୱୀପ ବିଜୟଚାନ୍ଦ ପୁର ଠାରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ମୁଖ୍ୟ ଅତିଥି ଭାବେ ପାରାଦ୍ୱୀପ ଗଡ଼ କ୍ଲସ୍ଟର CRCC ସମୀର ଓଝା, ନୂଆଗଡ଼ ପଂଚାୟତ ର ନାୟବ ସରପଞ୍ଚ ଲକ୍ଷ୍ମୀପ୍ରିୟା ମହାନ୍ତି, AM/NS ର ସଂଯୁକ୍ତା ନାୟକ ,ପର ପ୍ରଧାନ ଶିକ୍ଷୟିତ୍ରୀ ଭରତୀ ସିଂ ,ପରିଚାଳନା କମିଟିର ସଭାପତି ଜଗନ୍ନାଥ ହାଲଦାର ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କୃତ କରିଥିଲେ
Article Image
Article Image
9