ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିକଶିତ ଗାଁ ବିକଶିତ ଓଡିଶା ଯୋଜନାର ଶୁଭାରମ୍ଭ

ଏରସମା, 05/02/2025, ଉତ୍କଳ voice news - utkalvoicenews.com ଏରସମା ବ୍ଲକ ପରିସରରେ ବୁଧବାର ବିକଶିତ ଗାଁ ବିକଶିତ ଓଡିଶା ଯୋଜନାର ଆଭାସୀ ଦ୍ୱାରା ଶୁଭାରମ୍ଭ କରାଯାଇଛି। ଭିଡିଓ କାନଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଥିଲେ।
Article Image
ଏହି କାର୍ଯ୍ୟକ୍ରମରେ ବାଲିକୁଦା ଏରସମା ବିଧାୟକ ଉପସ୍ଥିତ ହୋଇ ଏହି ଯୋଜନାର ସଫଳତା ପାଇଁ ଆନ୍ତରିକତା ଲୋଡ଼ା ବୋଲି କହିଥିଲେ। ଏଥିରେ ବ୍ଲକ ଅଧକ୍ଷା ଲଷ୍ମୀପ୍ରିୟା ମହାପାତ୍ର, ମଣ୍ଡଳ ଉନ୍ନୟନ ଅଧିକାରୀ ଦାଶରଥି ଜେନା, ଅତିରିକ୍ତ ତହସିଲଦାର ଦେବେନ୍ଦ୍ର କୁମାର ପାଳ, ଜିଲ୍ଲା ପରିଷଦ ସଭ୍ୟ ପୀତବାସ ଗଛାୟତ, ଉପାଧକ୍ଷ ବିକାଶ କୁମାର ପରିଡା, ସରପଞ୍ଚ ସଚ୍ଚିଦାନନ୍ଦ ଦାସ, ଗଦାଧର ମଲ୍ଲିକ, ଓବିସି ମୋର୍ଚ୍ଚା ରାଜ୍ଯ ବିଜେପି ସଂଯୋଜକ ନୃସିଂହ ସାହୁ, ନିର୍ଲିପ୍ତ ଜେନା, ଅମ୍ବିକା ପ୍ରସାଦ ମହାନ୍ତି, ଅମରେନ୍ଦ୍ର ଦଳାଇ, ସହକାରୀ ଯନ୍ତ୍ରୀ ସରୋଜ କୁମାର ସ୍ୱାଇଁ, କନିଷ୍ଠ ଯନ୍ତ୍ରୀ ସୁବାସ ପୃଷ୍ଟି, ଶ୍ରୀକାନ୍ତ ବେହେରା, ଲଳିତ ବସ୍ତିଆ, କାର୍ତ୍ତିକ ଚନ୍ଦ୍ର ସାହୁ, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରମୋଦ କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ବିଭିନ୍ନ ପଞ୍ଚାୟତରୁ ଆସିଥିବାଶତାଧିକ ସ୍ୱୟଂ ସହାୟକ ଦଳର କର୍ମକର୍ତା, ବିଭିନ୍ନ ପଞ୍ଚାୟତର ଲୋକ ପ୍ରତିନିଧି, ଅଙ୍ଗନବାଡି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।
Article Image
1