ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପଖାଳ ପରବ ଆଡ଼ମ୍ବର ସହ ପାଳିତ

ଢେଙ୍କାନାଳ, 21/03/2026, ଉତ୍କଳ voice news - utkalvoicenews.com *( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :*
Article Image
ଓଡ଼ିଆ ପାରମ୍ପରିକ ଖାଦ୍ୟ "ପଖାଳ"ର ଗୁରୁତ୍ୱ ତଥା ସ୍ଥାନୀୟ ସଂସ୍କୃତିକୁ ପ୍ରଚାର କରିବା ଉଦ୍ଦେଶ୍ୟରେ ପୁରୁଣା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ “ପଖାଳ ପରବ” ଉତ୍ସାହ ଓ ଆଡମ୍ବରର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ଦହି ପଖାଳ ସହ ପରମ୍ପରାଗତ ଓଡ଼ିଆ ବ୍ୟଞ୍ଜନର ପ୍ରଦର୍ଶନ ଓ ବିତରଣ କରାଯାଇଥିଲା। ଲୋକମାନେ ବହୁ ସଂଖ୍ୟାରେ ଯୋଗଦେଇ ପଖାଳର ସ୍ୱାଦ ଉପଭୋଗ କରିଥିଲେ l ଜିଲ୍ଲା ପ୍ରଶାସନର ପର୍ଯ୍ୟଟନ ଉନ୍ନୟନ ବିଭାଗ ପକ୍ଷରୁ ଏହି ପର୍ବ ପାଳନ ପାଳନ କରାଯାଇଥିଲା l
7