ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗତସିଂହପୁର ରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ଜଳଯୋଗାଣ ସହିତ ସରକାର ଙ୍କ ତରଫରୁ ଅମାନିଆ ଗାଡ଼ି ଚାଳକଙ୍କ ପାଇଁ ପ୍ରବର୍ତ୍ତନ ବାଧ୍ୟତାମୂଳକ ଯାଞ୍ଚ କାର୍ଯ୍ୟ ଆରମ୍ଭ କରାଯାଇଛି।

ଜଗତସିଂହପୁର, 22/03/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ଜଗତସିଂହପୁର ତା ୨୧. ୦୩. ଜଗତସିଂହପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ଗ୍ରୀଷ୍ମ ପ୍ରବାହ କୁ ଆଖି ଆଗରେ ରଖି ଜଗତସିଂହପୁର ବସ ଷ୍ଟାଣ୍ଡ ଏବଂ ଜଇପୁର ଛକ ରେ ଜଳଯୋଗାଣ ସହିତ ଅମାନିଆ ଗାଡ଼ି ଚାଳକଙ୍କ ପାଇଁ ସରକାର ଦ୍ୱାରା ଅନୁବନ୍ଧିତ ବିଜ୍ଞପ୍ତି ପାଇଁ ଚଳିତ ମାସ ୨୧ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ପ୍ରବର୍ତ୍ତନ ବାଧ୍ୟତାମୂଳକ ଯାଞ୍ଚ କାର୍ଯ୍ୟ ଆରମ୍ଭ ହୋଇଛି। ଲୋକ ଙ୍କ କ୍ଷୁଧା ମେଣ୍ଟାଇବା ସହିତ ଅମାନିଆ ଗାଡ଼ି ଚାଳକମାନେ ଯାଞ୍ଚ କାର୍ଯ୍ୟ ରେ ସାବାଡ଼ ହେବେ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦିପକ କୁମାର ସେଠୀ ଆଶା ପ୍ରକଟ କରିଛନ୍ତି। ଏଥିରେ ମୋଟର ଯାନ ନିରିକ୍ଷକ ଶ୍ରୀ ପ୍ରତାପ କୁମାର ବେହେରା ସହିତ କନିଷ୍ଠ ମୋଟରଯାନ ନିରିକ୍ଷକ ଶ୍ରୀମତୀ ମନୋରମା ମାଝୀ ଏବଂ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ କର୍ମଚାରୀ ମାନେ ସହଯୋଗ କରିଥିଲେ।
Article Image
Article Image
Article Image
Article Image
Article Image
5