ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଯୁବ ନେତା ଆଦେଶ ବସ୍ତିଆ ଙ୍କୁ ରାଜନୈତିକ ଦଳ ବିଜେପି ପକ୍ଷରୁ ଗୁରୁଦାୟିତ୍ଵ ଦେଲା ଦଳ।

ନିଆଳି, 22/03/2026, ଉତ୍କଳ voice news - utkalvoicenews.com*(ଜଗତସିଂହପୁର ରୁ ସରୋଜ ନାୟକ ଙ୍କ ରିପୋର୍ଟ) :*
Article Image
କଟକ ଜିଲ୍ଲା ନିଆଳି ବ୍ଳକ ଅନ୍ତର୍ଗତ ପୋଖରୀଗାଁ ର କ୍ଷୀରୋଦୋ କୁମାର ବସ୍ତିଆ ଓ ରୀନାବାଳା ବସ୍ତିଆ ଙ୍କ ସାନ ପୁଅ ତଥା ଯୁବ ସମାଜସେବୀ ଭାବେ ନିଆଳି ତଥା ଓଡ଼ିଶା ରେ ବେଶ୍ ପରିଚିତ ଯୁବ ନେତା ଆଦେଶ ବସ୍ତିଆ ଙ୍କୁ ରାଜନୈତିକ ଦଳ ବିଜେପି ପକ୍ଷରୁ ଗୁରୁଦାୟିତ୍ଵ ଦେଲା ଦଳ। ବିଜେପି ଦଳ ରେ ସେ ସାମିଲ୍ ହେବା ପରେ ଦଳ ପଷରୁ ଗତ ୧୬ ତାରିଖ ଦିନ ଦଳ ତରଫରୁ ତାଙ୍କୁ କସର୍ଦା ମଣ୍ଡଳ ର IT CELL ବା ସୋସିଆଲ ମିଡ଼ିଆ CORDINATOR ଭାବେ ଭାବରେ ଚୟନ କରାଗଲା ।ତାଙ୍କ ର ପୂର୍ବରୁ ସୋସିଆଲ ମିଡିଆରେ ବେଶ୍ ଅବ୍ୟଗନ୍ତା ଥିବା ବେଳେ ନିଆଳି ତଥା ଓଡ଼ିଶା ର ଅନେକ ଗୁଡ଼ିଏ ସମସ୍ୟା ତଥା ଅନେକ ଅସହାୟ ଲୋକ କିମ୍ବା ରୋଗୀ ଙ୍କୁ ରକ୍ତ ଦେବା ଭଳି କାର୍ଯ୍ୟ ରେ ସାମିଲ୍ ଥିବା ବେଳେ ଏହି ଗୁରୁଦାୟିତ୍ଵ ତାଂକୁ ଦେଲା ପରେ ନିଆଳି ରେ ଦଳ ଆଦେଶ ବସ୍ତିଆ ଙ୍କୁ ନେଇ ବେଶ୍ ଆସାବାଦୀ ରହିଛି ।ତାଙ୍କୁ ବିଜେପି ଦଳ ର ତଥା ଅନେକ ମନ୍ୟବାନ୍ୟ ବ୍ୟକ୍ତି ତାଙ୍କୁ ଶୁଭେଛା ଜଣାଇଥିବା ବେଳେ ସେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ କୁମାର ବିଶ୍ବାଳ,ମାନ୍ୟବର ବିଧାୟକ ଛବି ମଲ୍ଲିକ,ମାନ୍ୟବର ସାଂସଦ ବିଭୁ ପ୍ରସାଦ ତରାଇ ଓ କଟକ ଜିଲ୍ଲା ବିଜେପି କସର୍ଦା ମଣ୍ଡଳ ର ସଭାପତି ରାଜେଶ ମୋହାରଣା ଓ ବିଜେପି ନିଆଳି ମଣ୍ଡଳ ପ୍ରଭାରୀ ଡ଼ଃ ମିହିର କୁମାର ନାୟକ ଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।ଆଗକୁ ଦଳ ପାଇଁ କେଉଁ ଭଳି ଭାବେ ପ୍ରଚାର ପ୍ରସାର ଓ ନିଆଳି ରେ ବିଜେପି ଦଳ କୁ ଆହୁରି ଆଗକୁ ନେବେ ସେଥିପାଇଁ ସେ ଏବେ ଠୁ ଅଣ୍ଟା ଭିଡିଛନ୍ତି ବୋଲି ସୂଚନା ରହିଛି।
Article Image
6