ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏରସମା ବ୍ଲକ ନାରଦିଆ ପଂଚାୟତ ର୍ ଗୋବିନ୍ଦପୁର ଠାରେ ଜଳ ଅର୍ପଣ ଦିବସ ପାଳନ

ଏରସମା, 22/03/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ଯୋଗଦେଲେ ସାଂସଦ ବିଭୁପ୍ରସାଦ ତରାଇ ଙ୍କ ସହିତ ବିଧାୟକ ସାରଦା ଜେନା
Article Image
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ନାରଦିଆ ଠାରେ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଜଳ ଅର୍ପଣ ଦିବସ ଅନୁଷ୍ଠିତ ହୋଇଯାଇଛି ।ନାରଦିଆ ସରପଞ୍ଚ ସିମାଇ ଭୋଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସାଂସଦ ବିଭୁପ୍ରସାଦ ତରାଇ, ବାଲିକୁଦା-ଏରସମା ବିଧାୟକ ସାରଦା ଜେନା, ଆରଡବ୍ଲୁ ଏସ ଏସ ର ଅଧିକ୍ଷଣ ଯନ୍ତ୍ରୀ ଜ୍ୟୋତି ଦାସ, ବ୍ଲକ ଅଧ୍ୟକ୍ଷ। ଲଷ୍ମୀପ୍ରିୟା ମହାପାତ୍ର,ବିଡ଼ିଓ ଦାଶରଥି ଜେନା ପ୍ରମୁଖ ଉପସ୍ଥିତ ରହି ଜଳର ସଦୁପଯୋଗ ବାବଦରେ ବକ୍ତବ୍ୟ ରଖିଥିଲେ ।ଏହା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହର ଘର ଜଳ ଯୋଜନାରେ କିପରି ଭାବରେ ସମସ୍ତେ ଶୁଦ୍ଧ ପାନୀୟ ଜଳ ପାଇବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ ସାଂସଦ ।
Article Image
Article Image
14