ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ତିର୍ତ୍ତୋଲରେ ବିଜେଡି ପକ୍ଷରୁ ବିଧାୟକ ରମାଭୋଇ ଙ୍କ କୁଶ ପୁତଳିକା ଦାହ ।

ତିର୍ତ୍ତୋଲ, 23/03/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ କରି ବିଜେଡି ରୁ ବହିସ୍କୃତ ହୋଇଥିବା ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଙ୍କର ଆଜି ତିର୍ତ୍ତୋଲ ବିଜୁ ଜନତା ଦଳ ପକ୍ଷରୁ କୁଶପୁତଳିକା ଦାହ କରାଯାଇଛି । ତିର୍ତ୍ତୋଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋଜ ବେହେରା ଙ୍କ ନେତୃତ୍ବରେ ଜିଲା ବିଜେଡି ମହିଳା ସଭାପତି ଲୋରା ମହାପାତ୍ରଙ୍କ ସହିତ ଶତାଧିକ ଦଳୀୟ କର୍ମୀ ଓ ସ୍ଥାନୀୟ ଅଞ୍ଚଳର ଜନ ସାଧାରଣ ଯୋଗ ଶାରଳା ରୋଡ଼ ଛକ ନିକଟରେ ରମାକାନ୍ତ ଭୋଇ ଙ୍କର କୁଶ ପୁତଳିକା ଦାହ କରିଥିଲେ । ଆଗାମୀ ଦିନରେ ତାଙ୍କୁ ତିର୍ତ୍ତୋଲ ଅଞ୍ଚଳରେ ପୁରାଇ ଦିଆଯିବ ନାହିଁ ବୋଲି ଆନ୍ଦୋଳନକାରୀ ମାନେ କହିଛନ୍ତି ।
Article Image
Article Image
Article Image
5