ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସୁକିନ୍ଦା ବ୍ଲକରେ ଏକତ୍ରିତ ହେଲେ ଯାଦବ ସମାଜ

ଯାଜପୁର, 23/03/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ସୁକିନ୍ଦା ବ୍ଲକ ଯାଦବ ମହାସଭା ଆନୁକୁଲ୍ୟରେ ହାତୀବାରୀ ଗ୍ରାମରେ ବ୍ଳକ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଥିଲା ଏହି ଅବସରରେ ଜିଲ୍ଲା ଯାଦବ ମହାସଭା ର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ନିର୍ମଳ ଚନ୍ଦ୍ର ଯତି ସାଧାରଣ ସମ୍ପାଦକ ଇଂ: ମନୋଜ କୁମାର ଦାସ ଯୁବ ସଭାପତି ପ୍ରସନ୍ନ ବେହେରା ଉପ ସଭାପତି କପିଳ ଚନ୍ଦ୍ର ଦାସ ଜିଲା ସଂପାଦକ ଭାଗିରଥି ବହାଲିଆ ଚିତ୍ରସେନ ଦାସ କୋଷାଧ୍ୟକ୍ଷ ରବୀନ୍ଦ୍ର ବେହେରା ସୁକିନ୍ଦା ବ୍ଲକ ସଭାପତି ପରମା ନନ୍ଦ ନାୟକ ସଧାରଣ ସମ୍ପାଦକ ନିମେଇ ଚରଣ ଦାସ ଶୁକଦେବ ଦାସ ହରେକୃଷ୍ଣ ଭୂତିଆ ଯୋଗେନ୍ଦ୍ର ପରିଡ଼ା ମଳୟ ବାରିକ ଅଜିତ୍ ବାରିକ୍ ନିରଞ୍ଜନ ବେହେରା ଅଲେଖ ବାରିକ୍ ବାସୁଦେବ ଖିଲାର ଶିକ୍ଷାବିତ୍ ଅକ୍ଷୟ ଦାସ ଗୋପବନ୍ଧୁ ଦାସ ଅଶକ ଦାସ ପରମେଶ୍ବର ପ୍ରଧାନ କୈଳାଶ ଚନ୍ଦ୍ର ଭୋଇ ଯୁବ ସଭାପତି ସଞ୍ଜୟ ମହକୁଡୁ ଦାନଗଦି ବ୍ଳକ୍ ସଭାପତି ରବୀନ୍ଦ୍ର ବାରିକ୍ ସଂପାଦକ ତ୍ରିଲୋଚନ ବେହେରା ନିରଞ୍ଜନ ବେହେରା ଲକ୍ଷ୍ମଣ କେଶୀ, ଓ ସୁକିନ୍ଦା ଦାନଗଦୀ ର ସମସ୍ତ ନେତୃମଣ୍ଡଳୀ ଯୋଗ ଦେଇ ସଭାକୁ ଅତି ସୁନ୍ଦର ଓ ସରସ କରିଥିଲେ। ପରିଶେଷରେ ଜିଲ୍ଲା କାର୍ଯ୍ୟକର୍ତ୍ତା ମାନେ ନିଜ ର ଅଭିଭାଷଣ ମାଧ୍ୟମରେ ଯାଦବ କୁଳର କିଭଳି ଆଗାମୀ ଦିନରେ ଉତ୍ତୋରତ୍ତର ଉନ୍ନତି ହେବ ସେଥିପ୍ରତି ନିଜ ନିଜ ର ମତପ୍ରକାଶ କରିଥିଲେ ପରି ଶେଷରେ ଯୁବ ସଭାପତି ପ୍ରସନ୍ନ ବେହେରା ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇ ଥିଲେ
6