ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗତସିଂହପୁର ଠାରେ ଜିଲ୍ଲା ସ୍ତରୀୟ ଯାଦବ ସମାବେଶ ଅନୁଷ୍ଠିତ

ଜଗତସିଂହପୁର, 24/03/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ଆଦିକବି ଶାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଯାଦବ ସମାବେଶ ଓ ଲଉଡ଼ି ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ପରିପ୍ରେକ୍ଷୀରେ ଯାଦବ ଭାଇ ମାନଙ୍କ ଦ୍ୱାରା ଆୟୋଜିତ କାଠି ଲଉଡ଼ି ଖେଳ ସହରରେ ରଙ୍ଗାରଙ୍ଗ ପରିବେଶ ସୃଷ୍ଟି କରିଥିଲା । ଯାଦବ ଜାତି ଏକ ଶ୍ରେଷ୍ଠ ଜାତି ହୋଇ ଥିବା ବେଳେ ଭଗବାନ ଶ୍ରୀକୃଷ୍ଣ ଏହି କୂଳରେ ଜନ୍ମ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଯାଦବ ମହାସଭା ର୍ ସଭାପତି ନରେଶ ଦାସ, ଅଶ୍ୱନି ଦାସ, ଚିତ୍ତରଞ୍ଜନ କଂସ, ପାଣ୍ଡବ ପ୍ରଧାନ, ନେମାଳ ଯାଦବ ମହାସଭା ର୍ ଉପସଭାପତି କାର୍ତ୍ତିକ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ଜଗତସିଂହପୁର ଜିଲ୍ଲାରେ ଗୋଚର ଜମିର ସୁରକ୍ଷା ଓ ଗୋପାଳକ ମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହିତ ଏହାର ସମାଧାନ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବାପାଇଁ ମତ ଦେଇଥିଲେ ।
Article Image
Article Image
Article Image
5