ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗଡ଼କୁଜଙ୍ଗ କୁଞ୍ଜବିହାରୀ ପୀଠରେ ୩୪ତମ ମନ୍ଦୀର ଜନ୍ମ ଉତ୍ସବ।

ଏରସମା, 06/02/2025, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଗଡ଼ କୁଜଙ୍ଗ ପଞ୍ଚାୟତ ଗଡ଼ କୁଜଙ୍ଗ କୁଞ୍ଜବିହାରୀଙ୍କ ପୀଠରେ ୩୪ତମ ଜନ୍ମ ଉତ୍ସବ ଓ ଅଷ୍ଟପ୍ରହରୀ ନାମଯଜ୍ଞ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କୁଞ୍ଜବିହାରୀଙ୍କ ପୀଠ ୧୯୯୨ମସିହାରେ ପୂର୍ବତନ ମନ୍ତ୍ରୀ ସ୍ୱୋର୍ଗତ ଡ଼ା ଦାମଦର ରାଉତ ମନ୍ଦିରର ଶୁଭ ଦେଇଥିଲେ।ପରେ ପରେ ମନ୍ଦିର ପୂର୍ଣ୍ଣାଙ୍ଗ ହୋଇଥିଲା। ସେହି ଦିନ ଠାରୁ ପ୍ରତ୍ୟେକ ବର୍ଷ ଫ୍ରେବୃଆରି ୫ତାରିଖରେ ପାଳନ କରାଯାଉଥିବା ଥିବା ବେଳେ ଚଳିତ ବର୍ଷ ମଧ୍ଯ ମହା ସମାରୋହରେ ଅନୁଷ୍ଠିତ ହୋଇଥିଲା।
Article Image
ଏହି କାର୍ଯ୍ୟକ୍ରମରେ ବାଲିକୁଦା-ଏରସମା ବିଧାୟକ ଶାରଦା ପ୍ରସନ୍ନ ଜେନା,ଏରସମା ବ୍ଲକ ବିଜେଡ଼ି ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ପ୍ରିତବାସ ଗୋଚ୍ଛାୟତ,ପ୍ରଣବ ସ୍ବାଇଁ,କେଶିପୁର ସମବାୟ ସମିତିର ସଭାପତି ସମୀର ରଞ୍ଜନ ସ୍ଵାଇଁ,ବାଲିତୁଠ ସମବାୟ ସମିତିର ସଭାପତି ହରିହର ଲିଙ୍ଗରାଜ ମହାନ୍ତି,ସ୍ଥାନୀୟ ସରପଞ୍ଚ କବିତା ଦାସ ପ୍ରମୁଖ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ମନ୍ଦିର ବୋର୍ଡ଼ର ଟ୍ରଷ୍ଟ ସଭାପତି ରାଜେନ୍ଦ୍ର କୁମାର ବେହେରା,ସମ୍ପାଦକ ପିତାମ୍ବର ରାଉତ,ଯୁବନେତା ବିଜୟ ଚାନ୍ଦ ନାୟକ,ସମ୍ପଦ ବାରିକ,ବିଷ୍ଟୁ ଚରଣ ପ୍ରଧାନ,ସମାଜସେବୀ ଯଦୁନାଥ ଖଟୁଆ,ସଞ୍ଜୟ ମହାପାତ୍ର,ନଳିନୀ କାନ୍ତ ବେହେରା,ଭୋଳା ନାଥ ସ୍ବାଇଁ,ସୁବାଷ ବେହେରା,ସୁରେନ୍ଦ୍ର ନାଥ ମହାନ୍ତି,ବୁଲା ରାମ ପରିଡ଼ା,ମନୋଜ କୁମାର ମାଝୀ,ନିରାକାର ବେହେରା,ଅଶୋକ ତରାଇ,ପୂର୍ବତନ ସରପଞ୍ଚ ମଞ୍ଜୁଲତା ନାୟକ,ପୂର୍ବତନ ସମିତି ସଭ୍ୟ ପୁଷ୍ପଲତା ବେହେରା,ଦେବେନ୍ଦ୍ର ମହାପାତ୍ର,ଶ୍ରୀଧର ବେହେରା,ନିରେନ୍ଦ୍ର ମହାପାତ୍ର ପ୍ରମୁଖଙ୍କ ସମେତ ମନ୍ଦିର ଟ୍ରଷ୍ଟର ସମସ୍ତ ସଦସ୍ୟ ମାନେ ପରିଚାଳନା କରିଥିଲେ।
Article Image
1