ରାୟଗଡ଼ା / କାଶୀପୁର, 26/03/2026, ଉତ୍କଳ voice news - utkalvoicenews.com(ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ଶୁଭକାମନା ) :
କାଶୀପୁର ବ୍ଲକର ଖବରଦାତା ବୈକୁଣ୍ଠ ଦୁରିଆଙ୍କ ଜନ୍ମଦିନ ଉପଲକ୍ଷେ ହାର୍ଦ୍ଧିକ ଶୁଭେଚ୍ଛା ଓ ଅନେକ ଅନେକ ଶୁଭକାମନା। ତାଙ୍କର ଜୀବନ ସଦା ସୁଖ, ସମୃଦ୍ଧି ଓ ସଫଳତାରେ ପରିପୂର୍ଣ୍ଣ ହେଉ |ପ୍ରଭୁ ଜଗନ୍ନାଥଙ୍କ କୃପା ଓ ଆଶୀର୍ବାଦ ସଦା ତାଙ୍କ ଉପରେ ରହୁ, ସେ ସଦା ସୁସ୍ଥ ଓ ଖୁସିରେ ରୁହନ୍ତୁ ଏବଂ ଏଭଳିଭାବେ ସମାଜ ପାଇଁ ନିରନ୍ତର ଭାବେ ସଠିକ ଖବର ପ୍ରଦାନ କରି ଆମ ସମସ୍ତଙ୍କୁ ସଚେତନ କରୁଥାନ୍ତୁ।
ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା।