ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପଦ୍ମଶ୍ରୀ ବାବା ବଳିଆ ଙ୍କ ରାଜ୍ୟସ୍ତରୀୟ ଜନ୍ମୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ରାହାମା, 26/03/2026, ଉତ୍କଳ voice news - utkalvoicenews.com( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :
Article Image
ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ତଥା ସମାଜ ସଂସ୍କାରକ ପଦ୍ମଶ୍ରୀ ବାବା ବଳିଆ ଙ୍କ ରାଜ୍ୟ ସ୍ତରୀୟ ଜନ୍ମୋତ୍ସବ ପାଳନ ପାଇଁ ଦ୍ଵିତୀୟ ପ୍ରସ୍ତୁତି ବୈଠକ ତଥା ସାମ୍ବାଦିକ ସମ୍ମିଳନୀ ଆଜି ରାହାମା ବଣିକ ସଙ୍ଘ କାର୍ଯ୍ୟାଳୟ ପରିସରରେ ରେ ଅନୁଷ୍ଠିତ ହୋଇଯାଇଛି ! ଆସନ୍ତା ଏପ୍ରିଲ ମାସ ୮ ତାରିଖ ପୂଜ୍ୟ ପୂଜକ ପଦ୍ମଶ୍ରୀ ବାବା ବଳିଆ ଙ୍କ ଧରାବତରଣ ଦିବସ ଅବସରରେ ନାମାଚାର୍ଯ୍ୟ ବାୟା ଙ୍କ ସ୍ମୃତି ଉଦେଶ୍ୟରେ ରାହାମା କଲେଜ ପଡିଆ ରେ ଶତାଧିକ ସଂକୀତର୍ଣ୍ଣ ମଣ୍ଡଳୀ କୁ ନେଇ ଏକ ସଂକୀର୍ତନ ମହାକୁମ୍ଭ , ଶ୍ରୀଗୁରୁ ପୂଜନ,ବୃକ୍ଷ ରୋପଣ , ନିଶାମୁକ୍ତ ଯୁବ ସଂକଳ୍ପ,ବିଦ୍ୟାର୍ଥୀ ସମ୍ବର୍ଦ୍ଧନା, ନାମଯଜ୍ଞ,ଭାଗବତ କଥା, ଭକ୍ତ ଙ୍କ ଅନୁଭୂତି , ଚକ୍ଷୁ ଶିବିର ,ଆୟୋଜନ କରାଯିବା ପରିପ୍ରେକ୍ଷୀରେ ଆଜି ଶିଶୁ ଅନନ୍ତ ଆଶ୍ରମ ର ଟ୍ରଷ୍ଟି ଶ୍ରୀବାସ ଦାସ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ବୈଠକ ରେ ଶିଶୁ ଅନନ୍ତ ଆଶ୍ରମ ର ବାବାଜୀ ପ୍ରଣବାନନ୍ଦ ଦାସ ,ବାବାଜୀ ପରମାତ୍ମା ଦାସ,ଜ୍ୟୋତିର୍ବିଦ ଡ଼ଃ ଅରୁଣ କୁମାର ପାଣି , ରାହାମା ବଣିକ ସଙ୍ଘ ସଭାପତି ଶିଶିର କୁମାର ଦାସ , ବିଜୟ କୁମାର ମହାନ୍ତି, ଦିଲ୍ଲୀପ ମହାପାତ୍ର,ଅଧିକାରୀ ରମାକାନ୍ତ ଦାସ ସରୋଜ କୁମାର ଦାସ , ସନ୍ଦୀପ୍ତ କୁମାର ମହାନ୍ତି ,ଜୀବନ ଜ୍ୟୋତି ସାମନ୍ତରାୟ ,ବଂଶୀଧର କୁଣ୍ଡୁ , ଚିନ୍ମୟ ଦାସ , ଆଇନଜୀବୀ ଶ୍ରୀଧର ବିଶ୍ୱାଳ , ବ୍ରଜ କିଶୋର ମହାରାଜ , ରାମଚନ୍ଦ୍ର ଦାସ , ଅଧ୍ୟାପକ ରମେଶ ସାହୁ, ବସନ୍ତ ମଞ୍ଜରୀ ଦାସ , ମର୍ଦରାଜ ସ୍ୱାଇଁ , ଜଗନ୍ନାଥ ସୁତାର , ପବିତ୍ର ମୋହନ ପରିଜା , ବିଜୟ କୁମାର ସ୍ୱାଇଁ ,ସୁରେଶ ଚନ୍ଦ୍ର ସାହୁ , ପ୍ରଦ୍ୟୁମ୍ନ ଦାସ , ଶରତ ଚନ୍ଦ୍ର ତାରିଣିଆ,ଜଗନ୍ନାଥ ଖଣ୍ଡୁଆଳ , ମାନସ ରଞ୍ଜନ ମହାପାତ୍ର, ବିଶ୍ବଜିତ ବେହେରା, ମାନସ ରଞ୍ଜନ ରାଉତ,କାହ୍ନୁ ଚରଣ ସାହୁ, ବିନୋଦ ବିହାରୀ ମୁଦୁଲି , ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ , କନକ ଓଝା , ଧ୍ରୁବ ଚରଣ ଦାସ, ଦିଲୀପ ପରିଜା ,ସଞ୍ଜୁବାଳା ଲେଙ୍କା, ଶ୍ରୀକାନ୍ତ ମହାନ୍ତି ,ସଞ୍ଜୟ ନାୟକ , ପ୍ରମୋଦ ମଲ୍ଲିକ,ସାରଦା ପରିଜା ,ପ୍ରମୁଖ ଯୋଗଦାନ କରିଥିଲେ !
78