ଯାଜପୁର, 27/03/2026, ଉତ୍କଳ voice news - utkalvoicenews.com( ଯାଜପୁର ରୁ ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
ବଡ଼ଚଣା ବ୍ଲକ ଅନ୍ତର୍ଗତ ନେଳିଆ ଗ୍ରାମପଞ୍ଚାୟତ ଅଧୀନ ଛତିଆ ଗୋପପୁର ଠାରେ ଆଜି ରାଧାରମଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ ପ୍ରଥମେ ଫିତାକାଟି ଶୁଭ ଉଦ୍ ଘାଟନ କଲେ ବିଧାୟକ ଅମର କୁମାର ନାୟକ ଆଗାମୀ ଦିନରେ ଏହି ମାଧ୍ୟମିକ ବିଦ୍ୟାଳୟ ରେ ଅନେକ ଛାତ୍ର,ଛାତ୍ରୀ କଳା ଓ ବିଜ୍ଞାନ ଶିକ୍ଷ୍ୟା, ଉଚ୍ଚ କୋଟିର ଲାଭ କରି ପାରିବେ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଚେୟାର ମ୍ୟାନ ହେଉଛନ୍ତି ରମାକାନ୍ତ ସାହୁ, ଅଧ୍ୟକ୍ଷ ଅଭିନାଶ ସୁରଜ କର,ସେକ୍ରେଟାରୀ ସୁଶାନ୍ତ କୁମାର ଜେନା ସେ କହିଛନ୍ତି ଏ ଅଞ୍ଚଳରେ ଶିକ୍ଷା ର କିପରି ଉନ୍ନତି ହେବ ଆମର ଲକ୍ଷ୍ୟ