ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରୀରାମ ନବମୀ ପାଳିତ

ଏରସମା, 28/03/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
୨୭/୦୩/୨୬ ଏରସମା ବ୍ଲକ ସିହା ଗ୍ରାମରେ ଶ୍ରୀରାମ ନବମି ମହା ସମାହାରେ ପାଳିତ। ହିନ୍ଦୁ ସେନା ତରଫରୁ ସିହା ହୁରା ପଡ଼ିଆରେ ହିନ୍ଦୁ ସେନା ରାଜ୍ୟ ସଭାପତି ଦେବାଶିଷ ରାଉତ ଯୋଗଦେଥିଲେ।ଯେଉଁଠି ସହ ସହ ସନାତନି ମହିଳା ପୁରୁଷ ବିଫୁଳ ମାତ୍ରାରେ ସ୍ବାଗତ ସମ୍ବର୍ଦ୍ଧନା କରି ସନାତନୀ ହିନ୍ଦୁ ହେବାର ଏକତା ପ୍ରଦର୍ଶନ କରିଥିଲେ । ସ୍ଥାନୀୟ ହୁରା ପଡିଆ ଶ୍ରୀରାମ ପିଠରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ କରି ଏରସମା ବଜାର ପରିକ୍ରମା କରି ଗଡ଼କୁଜଙ୍ଗର ମହାବୀର ହନୁମାନ ମନ୍ଦିର ପହଁଚିଥିଲେ। ରାଜେନ୍ଦ୍ର ସ୍ୱାଇଁ,ନାନୁଶ୍ରୀ ଜେନା, ସୁର ମଳିକ, ରବୀନ୍ଦ୍ର ମଳିକ, ରାଜେନ୍ଦ୍ର ଖଣ୍ଡୁଆଳ,ଲିଲି ସ୍ୱାଇଁ,ଜଗା ମଲିକ,ହିନ୍ଦୁ ସେନା ଏରସମା ବ୍ଲକ ସଭାପତି ପ୍ରିତମ ସ୍ୱାଇଁ ଉକ୍ତ ସଭା ର ସଫଳତା ପାଇଁ ସମସ୍ତୁକୁ ଧନୀୟବ।ଦ ଦେଇ ଥିଲେ।ଶେଷରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ଵେବସ୍ତା କରାଯାଇଥିଲା ଏହାର ଦାଇତ୍ୱ ନେଇଥିଲେ। ଗାଁ ର ମୁରବି ନରେନ୍ଦ୍ର କୁମାର ସ୍ୱାଇଁ, ପ୍ରବୀଣ କୁମାର ସ୍ୱାଇଁ,ବିଜୟ କୁମାର ଲେଙ୍କା।
Article Image
19