ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଉତ୍କଳ ସେନା ନିବୃତ ସେନାନୀ ଆସୋସିଏସନ ପକ୍ଷରୁ ସ୍ଥାନୀୟ ସାରଦା ମଣ୍ଡପ ଠାରେ ୫ମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ଜଗତସିଂହପୁର, 29/03/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ଉତ୍କଳ ସେନା ନିବୃତ ସେନାନୀ ଆସୋସିଏସନ ପକ୍ଷରୁ ସ୍ଥାନୀୟ ସାରଦା ମଣ୍ଡପ ଠାରେ ୫ମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଅମରେନ୍ଦ୍ର ଦାସ, ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ, ଅଖିଳ ଭାରତୀୟ ପୂର୍ବ ସୈନିକ ସେବା ପରିଷଦର ସାଧାରଣ ସମ୍ପାଦକ କର୍ନେଲ ଦେବରାଜ ମଲ୍ଲିକ, ଭେଟେରାନ ସୋମନାଥ ମହାରଣା, କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ରବି ବଚିତ ପ୍ରମୁଖ ଯୋଗ ଦେଇ ସେନା ଚାକିରିରୁ ଅବସର ନେବା ପରେ ମଧ୍ୟ ସମାଜସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିବା ବଡ଼ ପ୍ରଶଂସନିୟ କାର୍ଯ୍ୟ । ସେମାନଙ୍କୁ ସମାଜରେ ଉଚିତ ସମ୍ମାନ ପ୍ରଦାନ ସହିତ ଅଧିକାର ଓ ଆଵଶ୍ୟକତା ପୂରଣ କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିଛନ୍ତି ବିଧାୟକ ।
Article Image
Article Image
Article Image
8