ପାରାଦ୍ୱୀପ / ଭିମାନାସି, 01/04/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ପାରାଦ୍ୱୀପ ଉପକଣ୍ଠ ଭିମାନାସି ଗ୍ରାମରେ ପ୍ରାଥମିକ ବିଦ୍ୟାଳୟରେ ବିବେକାନନ୍ଦ ୟୁଥ କ୍ଲବ ଆନୁକୂଲ୍ୟରେ ଉତ୍କଳ ଦିବସ ଅବସରରେ ଆମ ବର୍ଣ୍ଣବୋଧ କାଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଅନୁପମା ସ୍ୱାଇଁ ଓ କ୍ଲବ ର ସଭାପତି ଜଗନ୍ନାଥ ହା ଲଦାର, ସମ୍ପାଦକ ପ୍ରକାଶ ରାୟ, କାର୍ଯ୍ୟକାରୀ ସଭାପତି ଅଜୟ ମିସ୍ତ୍ରୀ, ସାନୁ ଦାସ, ଶଙ୍କର ମିର୍ଧା, ବିଉଟି ମଣ୍ଡଳ ଯୋଗଦେଇଥିଲେ ଉପସ୍ଥିତ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଛବିଳ ମଧୁବର୍ଣ୍ଣବୋଧ ବହି ବଣ୍ଟନ କରାଯାଇଥିଲା