ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଧର୍ମପରାୟଣ ବ୍ୟକ୍ତି ସ୍ୱର୍ଗତା କାଞ୍ଚନ ବାଳା ଜେନା ଙ୍କର ୭ମ ଚତୁର୍ଥପ୍ରହର ଅନୁଷ୍ଠିତ

ଏରସମା, 03/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଜଗତସିଂହପୁର ଜିଲା ଏରସମା ବ୍ଲକ ନିକଟସ୍ଥ ସିହା ଗ୍ରାମର ସ୍ୱର୍ଗତା କାଞ୍ଚନ ବାଳ। ଜେନା ଙ୍କର ୭ମ ବାର୍ଷିକ ଚତୃର୍ଥ ପ୍ରହର ତାଙ୍କ ବାସଭବନ ପରିଶରରେ ଏକ ଆଧ୍ୟାତ୍ମିକ ଓ ମନୋଜ୍ଞ ପରିବେଷରେ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ଆଜିର ବିପଥ ଗାମୀ ସମାଜ ପାଇଁ ଶ୍ରୀ ଶ୍ରୀ ଠାକୁର ରାମ ଓ କୃଷ୍ଣ ଙ୍କର ଦିବ୍ୟ ଜୀବନୀ ଓ ବାଣୀ ର ଯଥେଷ୍ଟ ପ୍ରସଙ୍ଗିକତା ରହିଛି ବୋଲି ପୂଜକ ଗୁରୁତ୍ୱ ଆରୋପ କରିଥିଲେ। ଏଥିରେ ପୂର୍ବ ତନ ସରପଞ୍ଚ ଦୀପ୍ତି ରଞ୍ଜନ କୁଆଁର, ସମିତି ସଭିୟା ପ୍ରତିନିଧି ଉମେଶ ସେଠି, ଗ୍ରାମୀୟ ମୁରବି ଆଶିଷ କୁମାର ସ୍ୱାଇଁ, ନରେନ୍ଦ୍ର କୁମାର ସ୍ୱାଇଁ,ଯୁଗଳ କିଶୋର ସ୍ୱାଇଁ, ସବେଶ୍ୱର ଜେନା, ପ୍ରଦୀପ୍ତ ଜେନା, ଅକ୍ଷୟ ଜେନା, ବାଇନ ଲେଙ୍କା, ପ୍ରଦୀପ୍ତ ମହାନ୍ତି, ପ୍ରମୁଖ ଯୋଗ ଦେଇଥିଲ। ବେଳେ ପରିଚାଳନା କରିଥିଲେ।ସମୀର କୁମାର ଯେନା ଓ ରଞ୍ଜନ କୁମାର ଜେନା।
7