ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରଜାପତି ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ବ ବିଦ୍ୟାଳୟ, କତକୁଲା ଦ୍ବାରା ଆୟୋଜିତ ସଚେତନତା ଶୋଭାଯାତ୍ରା ର ଉଦ୍ଘାଟନ l

ପାରାଦୀପ ଗଡ, 07/02/2025, ଉତ୍କଳ voice news - utkalvoicenews.com ପ୍ରଜାପତି ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱ ବିଦ୍ୟାଳୟ, କତକୁଲା, ପାରାଦୀପ ଶାଖା ତରଫରୁ ବାର୍ଷିକ ଉତ୍ସବ ପାଳନ ଅବସରରେ ପାରାଦୀପ ଗଡ ଜୋନ ର ୦୬ ଗୋଟି ପଞ୍ଚାୟତ ରେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l
Article Image
ଏହି ଉତ୍ସବ ଆଜିଠାରୁ ୦୩ ଦିନ ବ୍ୟାପି ଚାଲିବ l ଉକ୍ତ କାର୍ଯ୍ୟକ୍ରମରେ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଯୋଗଦେଇ ସଚେତନତା ଶୋଭାଯାତ୍ରା କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଉତ୍କ କାର୍ଯକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମା କୁମାରୀ ସୁମନ୍, ସିପ୍ରା, ଅମିତ୍, ରୁଦ୍ର, ସୌଭାଗ୍ୟ, ମିନତି ପ୍ରମୁଖ ସଚେତନତା ଶୋଭାଯାତ୍ରା କୁ ସଂଯୋଜନା କରିଥିଲେ l
Article Image
Article Image
1