ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବର୍ଷାରେ ଭିଜୁଛି ଚାଷୀଙ୍କ ଧାନ

ଏରସମା, 09/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଏରସମା ବ୍ଳକ ନୂଆଢ଼ି ପଞ୍ଚାୟତରେ ବୁଧବାର ପ୍ରବଳ ବର୍ଷା ହେବାରୁ ଚାଷୀଙ୍କ ଧାନ ବିକ୍ରୟ ପାଇଁ ଆସିଥିବା ବର୍ଷାରେ ଭିଜୁଛି। ଦୀର୍ଘ ୧୫ଦିନ ଚାଷୀ ଧାନ ଏକାଠି କଲେ ମଧ୍ୟ ମିଲର ଦେଖା ନାହିଁ। ଆଜି ବର୍ଷାରେ ଚାଷୀଙ୍କ ଚିନ୍ତା ବଢ଼ି ଯାଇଛି ସରକାର ତୁରନ୍ତ ଧାନ କିଣିବାର ବ୍ୟବସ୍ତା କରାଯାଉ ଚାଷୀ ନିବେଦନ କରିଛନ୍ତି।
14