ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରାକ୍ତନ ଶିକ୍ଷକ,ବାଗ୍ନୀ, ସୁବକ୍ତା,ସାରସ୍ୱତ ସାଧକ ପୂଜ୍ୟ ପୂଜାର ଅଗ୍ରଦୂତ ନିକୁଞ୍ଜ ସେବକ ଜେନାଙ୍କ ପରଲୋକ।

ଏରସମା, 13/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଏରସମା ବ୍ଲକ ର କୃଷ୍ଣ ଚନ୍ଦ୍ରପୁର ପଞ୍ଚ।ୟତର ତଳକୁଶୁମା ଗ୍ରାମର ନିକୁଞ୍ଜ ସେବକ ଜେନା ଆଜି ସକାଳୁ ଛାତିରେ ଯନ୍ତ୍ରଣା ହେବାରୁ ଏରସମା ସ୍ୱାସ୍ଥ୍ୟ କେଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଖବର ପ୍ରଚାରିତ ହେବା ମାତ୍ରେ ଏରସମା ଅଂଚଳରେ ଶୋକର ଛାଇଆ ଖେଳିଯାଇଥିଲ।ବହୁ ମ।ନ୍ୟ ଗନ୍ୟ ବ୍ୟକ୍ତି ତାଙ୍କ ର ଶେଷ ଦର୍ଶନ କରିଥିଲେ।ଗାଁ ମଶାଣିରେ ଶେଷ କୃତ୍ୟ କରାଯାଇଥିଲା ବଡ ପୁଅ ଆଶିଷ ଜେନା ମୁଖାଅଗ୍ନି ଦେଇଥିଲେ।ଆଞ୍ଚଳିକ ପୂଜ୍ୟ ପୂଜା ସଂସଦ ଏରସମା ର ପଣ୍ଡିତ ନାଗୁଚରଣ ଦେବତା,ମହେଶ୍ୱର ସ୍ୱାଇଁ,ଡ଼କ୍ଟର ବସନ୍ତ ମଞ୍ଜରୀ ଦାସ,ଯଯାତି କେଶରୀ ସାମନ୍ତରାୟ, କବି ପ୍ରଶାନ୍ତ କୁମାର ସେଠି, ପ୍ରେମ ଚରଣ ରାଉତ,ହୃଷିକେଶ ଜେନା,କୈଳାଶ ଚନ୍ଦ୍ର ପ୍ରଧାନ,ଡାକ୍ତର ତନ୍ମୟ କୁମାର ସେଠି, ନଗେନ୍ଦ୍ର ନାଥ ସ୍ୱାଇଁ,ବୈଦନାଥ ସାହୁ,ଶ୍ୟାମ ସୁନ୍ଦର ପରିଡା, ନିର୍ମଳା ସାହୁ ଶୋକ ବ୍ୟକ୍ତ କରିବା ସହ ଆତ୍ମା ର ସଦଗତି କାମନା କରିଥିଲେ।
6