ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମାଗଣା ସ୍ଵାସ୍ଥ୍ୟ ସେବାଶିବିର ଅନୁଷ୍ଠିତ

ଢେଙ୍କାନାଳ, 15/04/2026, ଉତ୍କଳ voice news - utkalvoicenews.com*( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :*
Article Image
JBR Hospital ଓ ତିର୍ଥବାସି ଫାଉଣ୍ଡେସନ ମିଳିତ ଆନୁକୁଲ୍ୟରେ ଏକ ବିଶାଳ ମାଗଣା ସ୍ୱାସ୍ଥ୍ୟ ଶିବିରପଙ୍ଗାତିରା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର JBR Hospita ra CEO ଜଗନ୍ନାଥ ପ୍ରଧାନ,ଯୁବ ସମାଜ ସେବୀ ପ୍ରତୀକ କୁମାର ସାହୁ। ଦୋଳ ମଣ୍ଡପ ସାହି ଗଣେଶ ପୁଜା କମିଟି ର ସଦସ୍ୟ ମାନଙ୍କ ମିଳିତ ଉଦ୍ୟମରେ ଏହି ମାଗଣା ସ୍ୱାସ୍ଥ୍ୟ ଶିବିର ସଫଳ ହୋଇ ପାରିଛି। ଏହି ସ୍ୱାସ୍ଥ୍ୟ ଶିବିରରେ ୧୭୦ ରୁ ଉର୍ଦ୍ଧ୍ବ ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ସହ ମାଗଣା ଔଷଧ ସେବା ଯୋଗାଇ ଦିଆ ଯାଇଛି। ଏହି ସ୍ୱାସ୍ଥ୍ୟ ଶିବିର କୁ ନେଇକି ଗ୍ରାମ ବାସୀ ଆନନ୍ଦିତ ଅଛନ୍ତି।
31