ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ତିର୍ତ୍ତୋଲ (ଏସ.ଡି.ପିଓ) ଏବଂ କୁଜଙ୍ଗ ଥାନାର ନୂତନ ଥାନାଧିକାରୀଙ୍କ ସହ ଆଲୋଚନା ଏବଂ ସାକ୍ଷାତ।

କୁଜଙ୍ଗ , 17/04/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
୧୬/୦୪/୨୦୨୬ କୁଜଙ୍ଗ ଥାନାର ନୂତନ ଥାନାଧିକାରୀଙ୍କ ସହ କୁଜଙ୍ଗର ବିଭିନ୍ନ ପ୍ରକାରର ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଏବଂ ପଦକ୍ଷେପକୁ ନେଇ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି। ସେଥିରେ ଆମ କୁଜଙ୍ଗର ବରିଷ୍ଠ ସାମ୍ବାଦିକ ଶ୍ରୀ ଯୁକ୍ତ ଦୁଷ୍ମନ୍ତ ମାଝୀଙ୍କ ଉପରେ ମାଟି ମାଫିଆଙ୍କ ଯେଉଁ ଆକ୍ରମଣ ହୋଇଥିଲା , ସେ ସମ୍ବନ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ କୁଜଙ୍ଗ ଅଞ୍ଚଳରେ କିଭଳି ଭାବରେ ଗଞ୍ଜେଇ ଏବଂ ବ୍ରାଉନ୍ ସୁଗାର କାରବାର ଉପରେ ଦୃଢ଼ ପଦକ୍ଷେପ ନିଆଯିବ , ତତ୍ ସହିତ ସାମ୍ବାଦିକ ମାନଙ୍କୁ କୁଜଙ୍ଗରେ ଅପରାଧୀଙ୍କୁ ପ୍ରସୟ ନଦେବାକୁ କହିବା ସହ ନିଜେ ମଧ୍ୟ ଅପରାଧକୁ କେବେହେଲେ ପ୍ରସୟ ଦେବେନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ତିର୍ତ୍ତୋଲ ଥାନାର SDPO (ଶ୍ରୀ ଯୁକ୍ତ ଅଜୟ କୁମାର ଦାସ ) ଏବଂ କୁଜଙ୍ଗ ଥାନାର ନୂତନ ଅଧିକାରୀ ( ଶ୍ରୀ ସିବାସିଶ୍ ଦାସ) ।
Article Image
16