ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିରିଡି ବ୍ଲକ ରେ ବିଜୁ ପଟ୍ଟନାୟକ ଙ୍କ 29 ତମ ତିରୋଧାନ ଦିବସ ପାଳନ

ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ, 17/04/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳନ ହୋଇ ଯାଇଛି । ବିରିଡି ବ୍ଲକ ସଭାପତି ରବୀନ୍ଦ୍ର କୁମାର ରାଉଳ ଙ୍କ ନେତୃତ୍ୱରେ ଶତାଧିକ ନେତା ଓ କର୍ମୀ ମାନେ ଏକତ୍ରିତ ହୋଇ ମଙ୍ଗୁଳି ମହାଭୋଇ ପୁଷ୍କରିଣୀ ରେ ତିଳ ତର୍ପଣ କରିବା ସହିତ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିଥିଲେ । ତେବେ ବିରିଡି ବ୍ଲକ ରେ ବିଜୁ ଜନତା ଦଳର ନେତା ଓ କର୍ମୀ ଏକାଠି ଥିବା ସହିତ ଆଜିର ଦିନରେ ପଂଚାୟତ ନିର୍ବାଚନ କୁ ଆଖିରେ ରଖି ଦଳ ସଂଗଠିତ ହୋଇ କାର୍ଯ୍ୟ କରିବ ବୋଲି ବିଜେଡି ନେତା ଓ କର୍ମୀ ମାନେ ଶପଥ ନେଇ ଥିଲେ ।
Article Image
Article Image
12